ନିରୁପମ ବାକ୍ୟୋଚ୍ଚାରଣ ନ କରି ଉଠି ଠିଆହେଲା ଏବଂ ଧୀରେ ଧୀରେ ହେମକୁ ବକ୍ଷ ଦେଶକୁ ଟାଣି ଆଣି ତା'ର ସ୍ୱଚ୍ଛ ଲୋତକକୁ ଚୁମ୍ୱନ କଲା । ଚାମେଲୀଠାରେ ସେ...
ସବୁ ସମୟରେ ମା' ମୋର ଧନ ମୋର ବ୍ୟତୀତ ହେମ ବୋଲି କେବେ ଡାକନ୍ତି ନାହିଁ । ସଂସାର ଅନଭିଜ୍ଞ । ଏହି ନିରୀହ ପିତାଟିର ବେଦନା ଅନୁଭବ କରି...
ନିରାଶ ଦୃଷ୍ଟିରେ ସେ ଶେଷଥର ପାଇଁ ନଦୀର ଅପର ପାର୍ଶକୁ ଦୃଷ୍ଟି ନିକ୍ଷେପ କରି ଗାତ୍ରୋତ୍ଥାନ କଲା, କିନ୍ତୁ ଗୃହାଭିମୁଖୀ ହେବାକୁ ଯାଇ ଅକସ୍ମାତ୍ ସ୍ତମ୍ଭିତ ହୋଇ ଠିଆ ହେଲା
କାରଣ ଯୁବକଟିର ସ୍ଥିରତା ଲୋଡ଼େ ନାହିଁ, ଗତି ଲୋଡ଼େ- ଅଚଞ୍ଚଳ ନୀରବ ଧ୍ୟାନ ଲୋଡ଼େ ନାହିଁ, ଚଞ୍ଚଳ ମୁଖର ପ୍ରାଣ ପ୍ରେରଣା ଲୋଡ଼େ- ପ୍ରଥମଟି ହେମମାଳୀ, ଦ୍ୱିତୀୟଟି ସେହି ନଦୀତଟ...
ନଅ ବର୍ଷ ବୟସରୁ ସେ ନିଜେ ନିଜକୁ ଏତେଦୂର ପର୍ଯ୍ୟନ୍ତ ଠେଲି ଆଣିଅଛି । ତାରି ଯାହା କିଛି ପୈତୃକ ସମ୍ପତ୍ତି ଥିଲା ଯେ, ଏଣିକି ତା'ର ଜୀବନଟାକୁ ଏକାବେଳେକେ...
ଆପଣଙ୍କ ମତାମତ