ବ୍ୟସ୍ତବହୁଳ ଏ ଜୀବନ ଖୋଜେ ସ୍ପର୍ଶ ଟିକେ ଖୁସିର, ଖୁସିର ସେ ସଂଜ୍ଞା ଜାଣିବାକୁ ପୁଣି ମନେଉଠେ ଝଡ଼ ଜିଜ୍ଞାସାର ।
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ