ସଦ୍ୟ ସ୍ୱାମୀହରା ରାଧାଦେବୀ ପୁଅମାନଙ୍କ ଏଭଳି କାର୍ଯ୍ୟକଳାପରେ ଯାହା ବାୟାଣୀଙ୍କ ଭଳି ହେଉଥାନ୍ତି । ଲାଗୁଥିଲା ସେମାନେ ନିଜ ଘରକୁ ଲୁଟ୍ପାଟ୍ କରୁଛନ୍ତି, ଚୋରି କରୁଛନ୍ତି ।
ପଞ୍ଚାୟତର ଏ ଲୋକଗୁଡ଼ା ଯିମିତି, ଏ ସରକାର ବି ସିମିତି । ଲୋକ କାଠ କାଟି ଜଙ୍ଗଲ ପଦା କଲେ । ସମୁଦ୍ର ମାନିଲା ନାହିଁ । ମାଡ଼ି ଆସିଲା...
ଯୋଉ ଘରକୁ ଏକସ୍ତରୀ ବାତ୍ୟା ସମ୍ଭାଳି ତା' ବାପା ଠିଆ କରେଇଛି, ଯୋଉ ଘରକୁ ବୟାଅଶୀ ବାତ୍ୟା ମାଡ଼ରୁ ସେ ସୁରକ୍ଷିତ ରଖିପାରିଛି, ଆଜି ସେ ଘର ପାଇଁ ବୋହୂଟେ...
ବୁଢ଼ାପା', ହେଇବା ସେଇଠି ତମ ଜମି ବାହାରିଛି । ଟିକେ ଭଲ କରି ଅନ୍ଛା କର । କାଲି ଏଇ ବାଲି ଗୋଠରେ ମଇଁଷି ବାନ୍ଧିଲା ବେଳକୁ ବାପା ମତେ...
ଆପଣଙ୍କ ମତାମତ