ମନ୍ଦିର ରୁ ମନ୍ଦିର, ବିୟୋଗରୁ ବିଭାଘର ଉପସ୍ଥିତି ତାର ପ୍ରତି ଉତ୍ସବର ଉଦ୍ୟାନେ, ସଫଳତାର ସାବାସୀ କିମ୍ବା ପ୍ରେମ କି ଉଦାସୀ, ଉଛୁଳେ ମହକ ତା'ର କିନ୍ତୁ ରକ୍ତିମ ବଳିଦାନେ।
ଆପଣଙ୍କ ମତାମତ