ମୁଁ ଯାହା ଅଧ୍ୟୟନ କରିଛି, ତାହାସିନା ନିଷ୍ଫଳ ହେବ, କିନ୍ତୁ ମୋର ଶିଷ୍ୟଗଣଙ୍କୁ ଏହି ବିଦ୍ୟା ପଢ଼ାଇଲେ ତାହା ସେମାନଙ୍କଠାରେ ଫଳବତୀ ହେବ ।
ପୂର୍ବରୁ ପୃଥିବୀରେ ଅତିବୃଷ୍ଟି ସଙ୍ଘଟିତ ହେଉନଥିଲେ ସୁଦ୍ଧା ଜଳୀୟକଣା ତୁଷାର ରୂପରେ ଗିରିଶୃଙ୍ଗରେ ପଡ଼ି, ପୁନର୍ବାର ଜଳରେ ପରିଣତ ହୋଇ ସାଗର ସୃଷ୍ଟି କରିଥିଲା ।
ଧର୍ମ ନାମରେ ଏହାକୁ ମାନି ନେବା ବ୍ୟତୀତ ଆଉ ଗତ୍ୟନ୍ତର ନାହିଁ- ଏହା ଭାବି ସେ ଗୁଡ଼ିକକୁ କେବଳ କାଳ୍ପନିକ ଓ ଅଲୌକିକ କଥାବସ୍ତୁ ବୋଲି ମନେ କରି ତହିଁରେ...
ଆପଣଙ୍କ ମତାମତ