ଆଉ ଯାଏ କାହିଁ ? ରେ ଶଳା ତନ୍ତୀ । ମୁଁ ତୋର ଗୋଲାମ । ତୋର ମୂଲ ଲାଗିବି । ଧାଇଁଲା ମାରିବାକୁ । ତନ୍ତୀ ତ ଡରରେ...
ବୋପା ଲୋ ! ମା' ଲୋ ! ବୋଲି କହି ଗଡ଼ିଲେ । ଆଉ ରଡ଼ି କରିପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜୁଛନ୍ତି । ମୁହଁ ଭାରି ଫୁଲିଗଲାଣି-...
ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି, ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧକରି ତିନିଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ...
ପିଠି ହାତ ପୋଡି ଉଠିଲେ ଚାପଡ଼ା ଚାପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ , "ଆଲୋ ମାଳତୀ ! ଆଲୋ ଶୁକ୍ରୀ...
ଆପଣଙ୍କ ମତାମତ