ନାଥ ସମ୍ପ୍ରଦାୟ ଗୋଟିଏ ଧର୍ମୀୟ ପନ୍ଥା ହୋଇଥିବାରୁ ଏମାନେ କୌଣସି ଋଷିଙ୍କର ବଂଶଧର ନୁହଁନ୍ତି ।
ଆଲୋ ମାଆ ! ଯେଉଁ ଘରେ ଏତେ ଅଭାବ ଅନଟନ ରହିଛି, ଯାହାକି ସେ ଘରର କୂଳବଧୂ ଆଜି ସହରର ଜନାକୀର୍ଣ୍ଣ ରାଜରାସ୍ତାରେ ଯାଇ ଚାକିରୀ ନ କଲେ ଅର୍ଥାତ୍...
ସେ ମନେ ମନେ ଭାବିଲା- ଓଧକୁ ଦେଖି ଭୁଆଁ ବିଲେଇ ବାଇ ହେଲେ କ'ଣ ଚଳିବ ?
ଓଡ଼ିଆ ବିଦ୍ୱାନମାନେ ଅଳ୍ପ କଥାରେ ସନ୍ତୁଷ୍ଟ ହୋଇ ଅଧିକ ଅନୁସନ୍ଧାନ କିମ୍ୱା ତଥ୍ୟ ସଂଗ୍ରହ କରି ତାହାର ସଂରକ୍ଷଣ ଦିଗରେ ଆଗଭର ହୋଇ ନାହାନ୍ତି ।
ଆଉ କେବେ ଭୈରବ ତାନରେ ନାଚି ନାଚି ଅତି ବୃଷ୍ଟିପାତ ଘଟାଇ ଚାଲିଯାଏ ଆପଣା ବାଟରେ । ଅଦିନ ମେଘ ଆସେ କ୍ଷଣକ ପାଇଁ ପୁଣି ଚାଲିଯାଏ ଦଣ୍ଡ କରେ...
ଆଉ କାହାର ଏତେ କଳାଧନ ଅଛି ଯେ ଆଣିଦେବ ମର୍ତ୍ତ୍ୟରେ ସ୍ୱର୍ଗର ସୁଷମା ।
ମଣିଷ ଜୀବନ ଅର୍ଥସର୍ବସ୍ୱ ହୋଇପଡ଼ୁଛି । ଅର୍ଥପାଇଁ ପାପ ପୁଣ୍ୟର ବିଚାର ରହୁନାହିଁ । କଳାଧନ ଉପାର୍ଜନ କରି ଯେ ଯେତେ ସମ୍ପଦ ବୃଦ୍ଧି କରି ପାରିଲା, ସମାଜରେ ତା'ର...
ମୁଁ ଯାହା ଅଧ୍ୟୟନ କରିଛି, ତାହାସିନା ନିଷ୍ଫଳ ହେବ, କିନ୍ତୁ ମୋର ଶିଷ୍ୟଗଣଙ୍କୁ ଏହି ବିଦ୍ୟା ପଢ଼ାଇଲେ ତାହା ସେମାନଙ୍କଠାରେ ଫଳବତୀ ହେବ ।
ହଠାତ୍ ବହିଟିକୁ ନେଇ ଯାଇ ଟେବୁଲ ତଳେ ଥିବା ଅଳିଆ ଛିଣ୍ଡା କାଗଜ ଟୋକେଇରେ ପକାଇଦେଲେ ।
ସୃଷ୍ଟି କାର୍ଯ୍ୟରେ ସହାୟତା କରିଥିବାରୁ ସେ ବ୍ରାହ୍ମଣ ହେଲେ ସୁଦ୍ଧା ତା'ର କାର୍ଯ୍ୟ ଚଣ୍ଡାଳର କାର୍ଯ୍ୟପରି ।
ଆପଣଙ୍କ ମତାମତ