ମାଆର ମନରେ ଭରିଛ ହେ ପ୍ରଭୁ କୋମଳ ପ୍ରୀତି ପରଶ, ଦୀପକ ଜ୍ୟୋତିର ଲେଲହୀନ ଶିଖା ପରି ସେ ସଦା ସରସ ।।
ମାଆ କୋଳେ ତୋର ପଡ଼ିଛି ଖାଲିରେ ଛାତିରେ ଛାତିଏ କୋହ, ଫେରିବା ବାଟ ତୋ ଚାହିଁ ସେ ବସିଛି ଆଖିରୁ ଝରାଇ ଲୁହ ।।
ଆପଣଙ୍କ ମତାମତ