ବୋଧହୁଏ ଆମେ ସହରକୁ ଠିକ ସମୟରେ ଫେରିଯିବୁ, ପ୍ରଥମ ମେଟ୍ରୋ ଟ୍ରେନ ଗଡ଼ିବା ଦେଖିବାକୁ । ଆମେ ବିକିଦେଇଥିବା ଆପାର୍ଟମେଣ୍ଟକୁ ପୁଣି କିଣିବା ହୁଏତ ସମ୍ଭବ ନ ହୋଇପାରେ ।...
ମୁଁ ଅନ୍ତିମ ଇଚ୍ଛା ବିଷୟରେ କୌତୁହଳୀ ହୋଇପଡ଼ିଲି; ନିଜର ବି ତଥା ଅନ୍ୟମାନଙ୍କ ବି । ଏପର୍ଯ୍ୟନ୍ତ ମୋର କୌଣସି ଶେଷଇଚ୍ଛା ନଥିଲା ।
ଆପଣଙ୍କ ମତାମତ