ଠିକଣା-ଫ୍ଲାଟ୍ ନଂ-୫, ୨୪-ବାଲିଗଂଜ ପ୍ଲେସ୍, କୋଲକାତା -୭୦୦୦୧୯ । ଘର-ନୁଆଢ଼ିହ, (ଅମୃତମଣୋହି) କେନ୍ଦ୍ରାପଡ଼ା, ଓଡ଼ିଶା । ପିଲାଦିନରୁ କବିତା ଲେଖିବା ମୋର ଅଭ୍ୟାସ । କିଛି କବିତା ଅଭିଯାନ, ଜନଶୁଧା, ଆସନ୍ତାକାଲି ଏବଂ ସମ୍ୱାଦରେ ପ୍ରକାଶିତ । କବିତା ଏବଂ ଅନ୍ୟ ଲେଖାଲେଖି ଛଡ଼ା ଗିତ ଗାଇବା ମୋର ସଉକ୍ ।
ଆପଣଙ୍କ ମତାମତ