ଡକ୍ଟର ସୁଲୋଚନା ଦାସ

ଡକ୍ଟର ସୁଲୋଚନା ଦାସ

ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକା ଓ ଓଡ଼ିଆଭାଷା ସାହିତ୍ୟର ପ୍ରାକ୍ତନ ଅଧ୍ୟାପିକା । ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା - ତାଙ୍କ ଗବେଷଣାର ଫଳଶ୍ରୁତି । ଦୀର୍ଘ ପଞ୍ଚତିରିଶ ବର୍ଷ ଧରି ନିରବଚ୍ଛିନ୍ନ ସାହିତ୍ୟର ସାଧନାରେ ମଗ୍ନ । ତାଙ୍କ ଗଳ୍ପ ଉପନ୍ୟାସ ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିପାରିଛି । ଓଡ଼ିଆ ସାହିତ୍ୟ ଏକାଡେ଼ମୀ ପୁରସ୍କାର, ରାଜୀବଗାନ୍ଧୀ ସଦ୍ଭାବନା ପୁରସ୍କାର, ଗୋକର୍ଣ୍ଣକା ରୌପ୍ୟଜୟନ୍ତୀ ପୁରସ୍କାର, ରୋଟାରୀ ସମ୍ମାନ ପ୍ରଭୃତି ବହୁ ପୁରସ୍କାର ଓ ସମ୍ମାନ ଓ ତାଙ୍କ ସ୍ରଷ୍ଟାମାନସର ସ୍ୱୀଭୃତି । ଆଜି ବି ତାଙ୍କ ଲେଖନୀ ଚଳଚଞ୍ଚଳ । ଓଡ଼ିଶାର ଆଦିବାସୀ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା, ପୂର୍ବତନ ଲୋକସଭାର ବାଚସ୍ପତ୍ତି ରବି ରାୟଙ୍କ ଜୀବନୀ "ମାଟିରୁ ଆକାଶ'' ତାଙ୍କ ସାଧନାର ସ୍ୱାକ୍ଷର ।

Posts By ଡକ୍ଟର ସୁଲୋଚନା ଦାସ

To Top