ସ୍ୱାମୀଙ୍କ ନାମ- ଶ୍ରୀଯୁକ୍ତ ଦିପ୍ତିରଞ୍ଜନ ବେହେରା । ଠିକଣା- ସା/ପୋ- ବାରୋ । ଜିଲ୍ଲା- କେନ୍ଦ୍ରାପଡ଼ା । କବୟିତ୍ରୀ ରେଭେନ୍ସା ମହାବିଦ୍ୟାଳୟରୁ ୨୦୦୨ରେ ସ୍ନାତକ ପାଶ୍ କଲାପରେ ସମାଜ ସେବାରେ ନିଜକୁ ନିୟୋଜିତ କରି ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ରୂପରେ ପ୍ରତିଷ୍ଠିତି କରିପାରିଛନ୍ତି । ବିଭିନ୍ନ ସଂଗଠନ ସହ କାମକରି ସମାଜର ଉନ୍ନତି ଓ ମଙ୍ଗଳରେ ସହାୟ ବୋଲଇଛନ୍ତି । ବିଶେଷ ଭାବରେ ନାରୀ ସୁରକ୍ଷା, ମାନବ ଅଧିକାର, ଶିଶୁଶ୍ରମିକ, ଶିଶୁଶିକ୍ଷା ଦିଗରେ ଅଧିକ ନିଷ୍ଠାର ସହ କାମ କରିବା ସହିତ ବିଭିନ୍ନ ସାହିତ୍ୟ ସଭାସମିତି, ଦୈନିକ ଖବର କାଗଜରେ ଅଧିକାର, ଆଇନକୁ ପ୍ରଚାର ପ୍ରସାର କରି ସମାଜକୁ ସଚେତନ କରେଇବା ପାଇଁ ସଦା ଚେଷ୍ଟିତ ।
ଆପଣଙ୍କ ମତାମତ