ସୁଶ୍ରୀ ହରପ୍ରିୟା ସାହୁ

ସୁଶ୍ରୀ ହରପ୍ରିୟା ସାହୁ

ଜିଲ୍ଲା ସାଧନକର୍ମୀ, ସର୍ବଶିକ୍ଷା ଅଭିଯାନ, ପୁରୀ, ଜନ୍ମ-୧୩ ଏପ୍ରିଲ ୧୯୫୬, ମାତା-ଲକ୍ଷ୍ମୀପ୍ରିୟା ସାହୁ, ପିତା-୰ଲୋକନାଥ ସାହୁ । ବୃତ୍ତି-ଶିକ୍ଷକତା, ଠିକଣା-ପଥୁରିଆ ସାହି, ପୁରୀ । ଶିକ୍ଷାଗତ ଯୋଗ୍ୟତା -ଏମ୍.ଏ. ଇତିହାସ, ଓଡ଼ିଆ, ବି.ଇ.ଡ଼ି., ଏଲ୍.ଏଲ୍.ବି. । ରୁଚି - କବିତା ଲେଖିବା, କବିତା ସଂଯୋଜନା କରିବା, ଭାଷଣ ପ୍ରସ୍ତୁତ କରିବା, ନାଟକ ରଚନା । ସ୍ୱୀକୃତୀ/ସମ୍ମାନ: ଆଦର୍ଶ ଶିକ୍ଷୟିତ୍ରୀ - ସଂସ୍କୃତ ବିଦ୍ୟାର୍ଥୀ ପରିଷଦ, ପୁରୀ । ଆଦର୍ଶ ଶିକ୍ଷୟିତ୍ରୀ - ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ପରିଷଦ, ବିଶିଷ୍ଟ କବୟିତ୍ରୀ - ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ପରିଷଦ । ସବୁଜ ବାର୍ତ୍ତା ସମ୍ମାନ-ସବୁଜ ବିଜ୍ଞାନୀ ସମ୍ମାନ-ସବୁଜ ଜୀବନ ପ୍ରକଳ୍ପ, ଭାରତ, ଆଦର୍ଶ ଶିକ୍ଷୟିତ୍ରୀ - ଛାତ୍ର, ଶିକ୍ଷକ, ଅଭିଭାବକଙ୍କ ସମନ୍ୱୟ ସମିତି, ପୁରୀ । କବି ପ୍ରତିଭା ସମ୍ମାନ-ଶ୍ରୀକ୍ଷେତ୍ର ନାଗରିକ ସୁରକ୍ଷା ସମିତି । ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ୨୦୦୪ ପାଇଁ । ଉତ୍କଳ ନାରୀ ପ୍ରତିଭା ସମ୍ମାନ, ସୁଲେଖା, ସୃଜନୀ, ପ୍ରେରଣା । ସାଥୀ ଓଡ଼ିଶା ସାରସ୍ୱତ ସମ୍ମାନ, ଲୋକସମ୍ପର୍କ ସମ୍ମାନ, ମାନପତ୍ର - ଆଚାର୍ଯ୍ୟ ହରିହର ବିଦ୍ୟା ନିକେତନ ପ୍ରେରଣା ଲେଖିକା ସଂସଦ ।

Posts By ସୁଶ୍ରୀ ହରପ୍ରିୟା ସାହୁ

To Top