ଶ୍ରୀ ବିଚିତ୍ର ବିଶ୍ୱାଳ

ଶ୍ରୀ ବିଚିତ୍ର ବିଶ୍ୱାଳ

ଗ୍ରାମ/ପୋଷ୍ଟ - ଭିରଙ୍ଗ, ଭାୟା - ତିରଣ, ଜିଲ୍ଲା - ଜଗତସିଂହପୁର, ପିନ୍ -୭୫୪୧୩୮ । ଶିକ୍ଷା ଗ୍ରହଣ ସମୟରୁ ନିଜକୁ ଜନ ଆନ୍ଦୋଳନ କାର୍ଯ୍ୟରେ ଜଡେ଼ଇ ରଖିଛି । ଗତ ୧୦ ବର୍ଷ ହେବ ସାଧାରଣ ଲୋକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ତଥା ସାଂପ୍ରତିକ ଶୋଷଣମୂଖୀ ବ୍ୟବସ୍ଥା ବିରୁଦ୍ଧରେ ଯୁବକମାନଙ୍କୁ ସଂଗଠିତ କରି ରାଷ୍ଟ୍ରୀୟ ସ୍ତରରେ ଏକ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି ତୋଳି ଏକ ଶୋଷଣ ବିହୀନ ସମତା ଭିତ୍ତିକ ସମାଜ ନିର୍ମାଣ ଦିଗରେ ପ୍ରୟାସରତ । ଓଡ଼ିଶାରେ ନବନିର୍ମାଣ ସମିତି ନେତୃତ୍ୱରେ ଚାଲୁଥିବା ପୋସ୍କୋ ବିରୋଧୀ ଆନ୍ଦୋଳନରେ ପ୍ରତ୍ୟେକ୍ଷ ଭାବେ ଜଡ଼ିତ । କ୍ରାନ୍ତିକାରୀ ସଂଗଠନ ନବନିର୍ମାଣ ସମିତି ଜଣେ ସକ୍ରିୟ ସଦସ୍ୟ । ଭିନ୍ନ ଭିନ୍ନ ଓଡ଼ିଆ ସମ୍ୱାଦପତ୍ର ଯଥା-ସମାଜ, ସମ୍ୱାଦ, ସୂର୍ଯ୍ୟପ୍ରଭା, ଆରମ୍ଭ ଆଦି ଖବରକାଗଜରେ ପ୍ରବନ୍ଧ ଓ କ୍ଷୁଦ୍ର ଗଳ୍ପ ନିୟମିତ ଭାବେ ଲେଖେ । ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ପତ୍ରିକା ସମଦୃଷ୍ଟିର ଜଣେ ନିୟମିତ ଲେଖକ । ସଂପ୍ରତି ଲିଭିଙ୍ଗ୍ ଫାର୍ମ ସ୍ୱେଚ୍ଛାସେବୀ ସଂସ୍ଥା ସହିତ ନୀୟମଗିରିରେ ଡଙ୍ଗରିଆ କନ୍ଧମାନଙ୍କର ଜଙ୍ଗଲ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟରତ ।

Posts By ଶ୍ରୀ ବିଚିତ୍ର ବିଶ୍ୱାଳ

To Top