ଶ୍ରୀ ବାବାଜି ଚରଣ ଜେନା

ଶ୍ରୀ ବାବାଜି ଚରଣ ଜେନା

ଜନ୍ମ ୧୯୫୬ ମସିହା ଏପ୍ରିଲ୍ ମାସ ୧୨ ତାରିଖ କଟକ ସହର ଉପକଣ୍ଠ ନୂଆ ବଜାରସ୍ଥ ପୋପରଡ଼ାରେ । ସେ ଏକ ଧାରରେ ଗୀତି କବି ଏବଂ କଣ୍ଠ ଶିଳ୍ପୀ ଭାବେ ଆକାଶ ବାଣୀରେ ସ୍ୱୀକୃତୀ ପ୍ରାପ୍ତ । ତାଙ୍କର ଅନେକ ଗୀତି କବିତା ଆକାଶ ବାଣୀ ଏବଂ ଦୂରଦର୍ଶନ, ଆଲବମ୍ ଅଡ଼ିଓ କ୍ୟାସେଟ୍ ମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ତା'ଛଡ଼ା ଅନେକ ପତ୍ର ପତ୍ରିକାରେ ଗୀତି କବିତା ପ୍ରକାଶିତ ହୋଇ ଲୋକ ପ୍ରୀୟତା ଅର୍ଜନ କରିଛି । ଭକ୍ତି ରତର୍ମାଳା, ଅଭୟ ପାଦ, ସାଇ ବିଭୂତି ଆଦି ୩ଟି ଭକ୍ତି ଗୀତ ସଂକଳନ ପ୍ରକାଶିତ, ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ସେ ଜଡ଼ିତ ଏବଂ ଅନେକ ସାରସ୍ୱତ୍ୱ ସମ୍ମାନରେ ସମ୍ମାନୀତ । ଅଧୁନା ବନ ପ୍ରଭା ସାହିତ୍ୟ ସଂସଦ ମାଧ୍ୟମରେ ସାଧନା । ସମ୍ପର୍କ- ଏଲ୍-୧୭୦, ହାଲ୍ ଟାଉନସିପ୍, ସୁନାବେଡ଼ା, ପିନ୍-୭୬୩୦୦୨, କୋରାପୁଟ, ଓଡ଼ିଶା ।

Posts By ଶ୍ରୀ ବାବାଜି ଚରଣ ଜେନା

To Top