ଶ୍ରୀ ନିରଞ୍ଜନ ପାଢ଼ୀ

ଶ୍ରୀ ନିରଞ୍ଜନ ପାଢ଼ୀ

ଜନ୍ମ:- ୧୯୪୩ । ଶ୍ରୀ ପାଢ଼ୀଙ୍କ ସାହିତ୍ୟକୃତି ଉପରେ ଗବେଷଣା କରି ବିଶ୍ୱବିଦ୍ୟାଳୟରୁ ପିଏଚ୍.ଡି ଏବଂ ଏମ୍.ଫିଲ୍ ଡିଗ୍ରୀ ପ୍ରାପ୍ତ । ଭାରତ ସରକାରଙ୍କ ଦ୍ୱାରା ସେ ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକବି । ତାଙ୍କର ଛାତ୍ର ଜୀବନରୁ ହିଁ କାବ୍ୟ-କବିତା, ହାଇକୁ କବିତା, ଗଳ୍ପ, ଲଳିତ ନିବନ୍ଧ, ଭ୍ରମଣ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ, ଅନୁସୃଜନ ପ୍ରଭୃତି ତାଙ୍କ ସାଧନାର ବିସ୍ତୀର୍ଣ୍ଣ ବିବିଧତା ଓ ବର୍ଣ୍ଣିଳ ବିଭବ । ଶ୍ରୀ ପାଢ଼ୀଙ୍କର ଅନେକ ଗ୍ରନ୍ଥ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ ଏବଂ ତେଲୁଗୁ ଭାଷାରେ ଅନୁବାଦିତ । ତାଙ୍କ ଲଳିତ ନିବନ୍ଧର ଭାଷା ଏବଂ ଉପସ୍ଥାପନର ଶୈଳୀ କାବ୍ୟମୟତାର ଲାଳିତ୍ୟରେ କଲ୍ଲୋଳିତ ।

Posts By ଶ୍ରୀ ନିରଞ୍ଜନ ପାଢ଼ୀ

To Top