ଅଗ୍ରଭାଗେ ଥିବା ବ୍ୟକ୍ତିକୁ ଦେଖି ଯେ ନ ଥକି କରେ ଧାବନ, ଲକ୍ଷ୍ୟପଥକୁ ପ୍ରାପ୍ତ କରି ସେ ଲଭେ ବହୁତ ସମ୍ମାନ ।
ପରିବେଶ ରକ୍ଷା କାମ ଆମର, କର୍ତ୍ତବ୍ୟ ଆମର ସଫା ସୁତର ।
ତୁ ଭାତ ସାଙ୍ଗରେ ଇଏ କ'ଣ ଗୋଟେ ନୂଆ ଜିନିଷ ଖାଉଛୁ ସଜନା ? ଏମିତି ତରକାରୀ ତ ମୁଁ କେବେ ଖାଇନି । ମତେ ଟିକିଏ ଚଖା ।
ସୁଖ ସବୁ କ୍ଷଣିକ, ଦୁଃଖ ସବୁ କ୍ଷଣିକ, ନିରାଶା ସବୁ କ୍ଷଣିକ, ଜୀବନର ପ୍ରତି କ୍ଷଣରେ ଦ୍ୱନ୍ଦ୍ୱ ହିଁ ହୋଇଛି ବର୍ତ୍ତମାନ ।
ସେତେବେଳେ ଶୈଳଶ୍ରୀବିହାରରେ ବେଶୀ ଲୋକ ରହୁ ନ ଥିବାରୁ ଘର ଗୁଡାକ ସବୁ ଖାଲି ପଡି ରହୁ ଥିଲା ତେଣୁ ଭଡା ଲାଗିବାର ପ୍ରଶ୍ନ ନ ଥିଲା ।
ଶୁଭାର ବାପା ମରିଯାଇଥିଲେ ସେ ଥିଲା କେବଳ ତା' ମାଆଙ୍କର ଏକମାତ୍ର କନ୍ୟା । ଶୁଭା ଓ ଜ୍ଞାନ ସାଥି ହୋଇ ପିଲାଦିନରୁ ଖେଳି ଆସୁଥିଲେ ।
ତାଙ୍କ ବ୍ୟାଗ୍ଟା ଛିଟିକି ହୋଇ ସାଇଡ୍ରେ ପଡ଼ିଥାଏ । ଜଣେ ପାଣି ପିଆଇବାର ବାହାନାରେ ପାଣି ପିଆଇଲା । ବ୍ୟାଗ୍ରୁ ପଇସା ପତ୍ର, ପିଲାଙ୍କ ପୋଷାକ, ବିସ୍କୁଟ୍ ଆଦି ଧରି...
ଏ ନାରୀ ଯଦି ସୃଷ୍ଟି କାରିଣୀ ମା', ସେ ମଧ୍ୟ ସଂହାରକାରିଣୀ ଦୁର୍ଗା । ତା' ବିନା ଏ ସୃଷ୍ଟିର କଳ୍ପନା ଅସମ୍ଭବ ।
ଆପଣଙ୍କ ମତାମତ