ତାହାର ଆଖି ଦୁଇଟା ଫାଟି ପାଣି ହୋଇଗଲା ଏବଂ ସନ୍ଧ୍ୟାର ସେହି ଅସ୍ପଷ୍ଟ ଆଲୋକରେ ତାହାର ରାଜା ପ୍ରେମାନନ୍ଦଙ୍କ ନୟନରୁ ମଧ୍ୟ ଦୁଇଟୋପା ଲୁହ ବିଛଣାରେ ଗଡ଼ିପଡ଼ିଲା ।
ଗାଁର ପାଞ୍ଚ ମାଇପେ କହନ୍ତି, "ମାଳତୀର ଚାଲିଟି କେଡ଼େ ସୁନ୍ଦର !"
ଅନ୍ୟମାନେ ଏହି କାନ୍ଦଣାକୁ ବାରବାର ଆକଟ କରିବାରୁ ସେ ଏବେ କେହି ନ ଶୁଣି ପାରିଲା ପରି କାନ୍ଦେ ।
ପିଲାଦିନୁ ତମେ ନିଜକୁ ଉଇ ହୁଙ୍କା କରିନଥିଲେ ମୁ କି ଆଜି ହିମାଳୟ ହୋଇ ପାରିଥାନ୍ତି ଭାଇ ? ତମେ ଏହି ହିମାଳୟ ଟି ଗଢିବା ପାଇଁ କମ ତ୍ୟାଗ...
ବୋଧହୁଏ ସେମାନେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ତ୍ରୀ ଲୋକଟି ଏମିତି ଠାଣିରେ ତା ସ୍ୱାମୀକୁ ଡାକୁଥିଲା ସତେ ଯେମିତି ସେ ଟ୍ରେନ୍ ତାକୁ ଦେଖି ଡରିକି ଠିଆ ହୋଇଯିବ...
ଯୌବନବେଳେ ସ୍ୱାମୀ ପ୍ରେମ ବଦଳରେ ଛାଟ, ଶାଶୁ ସ୍ନେହଁ ବଦଳରେ ଭଗାରି ପରି ଯନ୍ତ୍ରଣା କାହିଁକି ଦେଲେ ?
ଭାବନାରେ ଭାସି ଭାସି ଭୁଲ୍ କରୁଛ ପଦ୍ମା । ଆବୋରେସନ୍ କରିବାକୁ ଆସ । ନ ହେଲେ, ସବୁଦିନକୁ ତମ ଘରେ ରହିବାକୁ ଆସ, କିନ୍ତୁ ନ ଆସିବା କଥା...
ଓହୋଃ ! ସ୍ରଷ୍ଟା ନିଜ ସୃଷ୍ଟି ପ୍ରତି ଏଡ଼େ ନିଷ୍ଠୁର ହୋଇପାରେ ।
ଆଚ୍ଛା ଏଇ ଯେଉଁ ଭଦ୍ର ମହିଳା ଆପଣଙ୍କ ସାମ୍ନାରେ ବସିଛନ୍ତି, ଆପଣଙ୍କ କୋଉ ଆଇନ୍ ବହିର ଯୁକ୍ତି ତାଙ୍କୁ ବିବାହିତା ପ୍ରମାଣ କରିପାରିବ ।
ଜ୍ୟୋତି ସାଧନା କରିବାକୁ କହୁଛନ୍ତି । ଯେଉଁ ଜ୍ୟୋତି ତାଙ୍କର, ମୋ ପେଟରେ ବଢୁଛି, ତା' ଭବିଷ୍ୟତ କଥା ହେଲେ ପଚାରିଥାଆନ୍ତେ ।
ଆପଣଙ୍କ ମତାମତ