ଆମେ ସବୁ ଗୋଟିଏ ଗୋଟିଏ ଧ୍ରୁତରାଷ୍ଟ୍ର, ଆମେ ପୁତ୍ର ପ୍ରେମରେ ଏପରି ଅନ୍ଧ ହୋଇ ଯାଇଛେ ଯେ ପୁରୁଷ ମାନଙ୍କର ଦୋଶକୁ ଆମେ ଧ୍ୟାନ ଦେଉନେ ବରଂ ସବୁ ଦୋଶ...
ଯଦି ସେ ଦେଲାବେଳେ ନିଜର ଥିଲା ତ ନେଲାବେଳେ ନିଜର କାହିଁକି ନୁହଁ ବୋଉ ।
ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ ।
ମୁଁ କିନ୍ତୁ ସାରୁ ପରିବା । ଲୋକଙ୍କ ସାଙ୍ଗରେ ମିଶିଲେ ମୋତେ ବହୁତ ଆନନ୍ଦ ମିଳେ ।
ଶରୀରମାଦ୍ୟ ଖଳୁ ଧର୍ମ ସାଧନମ୍ । ଆଗେ ଖାଇ ପିଇ ସୁସ୍ଥ ହେଲେ ସିନା ଆଉ ଯାହା କରିବା ।
- ତମକୁ ବନ୍ଧ୍ୟାତ୍ୱ, ଲଜ୍ଜା ଓ ଅପମାନରୁ ମୁକ୍ତ କରିବା ପାଇଁ ଆଜି ମୁଁ. . . ।
ସିଏ ଆଜିବି ବୁଝେ ଈଶ୍ୱର ହଉଚି ମଣିଷର ଏକମାତ୍ର ପ୍ରତିବାଦୀ, ପ୍ରତିଦ୍ୱନ୍ଦ୍ୱୀ । ସବୁବେଳେ ସେ ଚାହେଁ ପ୍ରତିପକ୍ଷ ଦୁର୍ବଳ ହଉ ।
ଏଟା କିଏ, କାହିଁକି ଆଣିଲ ?" ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ ।
ମୁଣ୍ଡରେ ତା'ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରି ହେଲା ନାହିଁ ସତ, ମାତ୍ର ବୁଢ଼ୀମା' ଗଳ୍ପରେ ଥିବା ଭୂତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା
ସତରେ କ'ଣ ଗରମ ତେଲ କାନରେ ପକାଇବ ଚନ୍ଦ୍ରା । ମୋଟେ ନୁହେଁ । ଏତେ ବୋକାମି ସେ ନିଶ୍ଚୟ କରିବ ନାହିଁ । ପୁଣି ଭାବିଲା- ତାକୁ ଭରସା...
ଆପଣଙ୍କ ମତାମତ