ଗଙ୍ଗା ତ ଏଇ ସମୁଦ୍ରରେ ହଜିଛି । ଗଙ୍ଗାରେ ପକାଇବା ଯାହା, ସମୁଦ୍ରରେ ଫୋପାଡ଼ିବା ସେୟା । ଆଇତି କରି, ଛପର ନ ଥିବା ଗୁହାଳ ରୁଅରେ ବାନ୍ଧିବି କାହିଁକି...
ମୁଁ ଦେଖୁଛି ମୋର ସକଳ ଆୟାସ ଉଦ୍ୟମ ସତ୍ତ୍ୱେ ଗତିପଥଟା ଏହି ଜଗନ୍ନାଥ ରଥ ପରି ହୋଇପଡୁଛି, ମୁଁ ଯୁଆଡ଼େ ଟାଣେ ସେ ସବୁବେଳେ ଚାଲେ ଅନ୍ୟ ଦିଗରେ ।
ଆପଣଙ୍କ ପାଇଁ ଦିନର ଚବିଶ ଘଣ୍ଟା ମୋ ଦରଜା ଖୋଲା ରହିବ । ଯାହା ସମସ୍ୟା ଆସିବ ମୋତେ କହିବେ, ମୁଁ ତା'ର ସମାଧାନ କରିବି ।
ସୁଭେନ୍ଦୁ ଯାଇ ଦେଖେ ତ ଗୋଟାଏ ଝିଅ ଦ୍ରୁତଗତିରେ ମାଡ଼ିଯାଉଛି ଅରଣ୍ୟ ଆଡ଼କୁ । ଲମ୍ୱାବେଣୀରେ ମଲ୍ଲୀଫୁଲର ମାଳ ବେଶ୍ ମାନୁଥାଏ ଝିଅଟିକୁ । ଧଳା ପଞ୍ଜାବୀ ସାଲୁଆର ସାଙ୍ଗକୁ...
ତେବେ ପୁରୁଷ ଲୋକ, ସ୍ତ୍ରୀଲୋକଙ୍କ ମଧ୍ୟରେ ଏ ଫରକ୍ କାହିଁକି ? ନା, ଆଉ ଚୁପ୍ ରହିବିନି । ବାପାଙ୍କୁ ନିଶ୍ଚୟ ପଚାରିବି । ଦର ଆଉଜା କବାଟିକୁ ଖୋଲି...
ନିଶ୍ଚୟ ବିଫଳ ହେବାକୁ ପଡ଼ିବ । ତେବେ ଏ ଦିଗରେ ଚେଷ୍ଟା କଲେ କ୍ଷତି କ'ଣ ? ଚେଷ୍ଟା କରି ପରାଜିତ ହେଲେ ଗୋଟାଏ ଗୌରବ ଅଛି ।
ମୁଁ ମୋର ଆନନ୍ଦ ପାଇଁ ପ୍ରାଣୀ ସକଳଙ୍କର କଷ୍ଟର କାରଣ ହୋଇପାରିବିନି ।
ତମେ ସବୁ ଟଙ୍କାରେ ପଢୁଛ, ଡଲାରରେ ବିକ୍ରି ହେଉଛ । ଦେଶରେ ପଢୁଛ, ବିଦେଶର ସେବା କରୁଛ । କ'ଣ କରିଛ ତମେ ଦେଶ ପାଇଁ. . . କଟକ...
ରମାକାନ୍ତବାବୁ କହୁଥିଲେ ରାଜଲକ୍ଷ୍ମୀ ସମୁଦ୍ରକୁ ପ୍ରାୟ ଆସେ ବେଳ ଅବେଳରେ । ଅପୂର୍ବ ଦିଶୁଛି । ପିନ୍ଧିଛି ନାଲିପାଟ, ମୁଣ୍ଡରେ ସିନ୍ଦୂର ଟୋପା, ଦେହରେ ଗହଣାର ପରିପାଟ୍ଟୀ । କବରୀରୁ...
ଆଜିକାଲି ତ ନିଜେ ଠିକ୍ କରୁଛ ଆଗରୁ କଥାବାର୍ତ୍ତା, ବୁଲାବୁଲି, ମଉଜମସ୍ତି ସବୁ, ବେଳେବେଳେ ଗୋଟାଏ ଘରେ ରହିବି ଯାଉଛ । ଖାଲି ଯାହା ବିଧି ରକ୍ଷାକୁ ବାହାଘର, ଚକ୍ଷୁ...
ଆପଣଙ୍କ ମତାମତ