ସେହି କୁତ୍ସିତ ଓ ଘୃଣ୍ୟଖେଳ । ସେ ଆଉପାରୁନି । ଲଜ୍ଜା, ଅପମାନ ଓ ରାଗରେ ଜଳିପୋଡିଯାଉଛି । ଅଥଚ ଲେଶମାତ୍ର ନିଆଁନାହିଁ ପାଖରେ ! ପ୍ରତିରୋଧ କରିବାର ସମସ୍ତ...
ଆଖି ଖୋଲିଲା ପରେ, ମୁଁ ବାବାଙ୍କୁ 'ପ୍ରଥମେ' ଖୋଜିଲି ବୋଲି ମୋ' ବୋଉ ଅବିକା ମୁହଁ ଫୁଲେଇ ବସିଛି !
ତାକୁ ତୁମସହିତ ଯାଇ ଦେଖିବା ଦିନୁଁ ଭୋକଶୋଷ ଆଉ ନାହିଁ ମଦନାଭାଇ ! ଅହରହ ତା ରୂପ ମୋ ଆଖିରେ ନାଚିଉଠୁଛି । କେଡେ ଲୋଭାଣୀଆ ଚେହେରା ସାଙ୍ଗକୁ କଷିବୟସ..ମନରୁ...
ବୁଢ଼ାପା', ହେଇବା ସେଇଠି ତମ ଜମି ବାହାରିଛି । ଟିକେ ଭଲ କରି ଅନ୍ଛା କର । କାଲି ଏଇ ବାଲି ଗୋଠରେ ମଇଁଷି ବାନ୍ଧିଲା ବେଳକୁ ବାପା ମତେ...
ସମ୍ପର୍କର ଯନ୍ତ୍ରଣା ଏତେ ବେଶୀ ବଢ଼ିଗଲା ଯେ. . . ମୁଁ ହଳଦୀ ରଙ୍ଗର କିଛି ବି ଦେଖିଲେ, ମୋ ହଳଦୀବସନ୍ତ ଯୋଡ଼ିକ, ଆଖି ଆଗରେ ଉଡ଼ିବୁଲିଲେ ।
କାହା ସାଙ୍ଗରେ ପାଟିଗୋଳ ହେଲେ ଆଗ ବିଡ଼ି ଦି'ଶୋଠା ଟାଣି ମୁଣ୍ଡ ଠିକ୍ କରିଦିଏ । ଟାଣିଟାଣି ଖଣ୍ଡିଆ କରି ଫିଙ୍ଗିଦେଇ ପାଦରେ ଦଳିଦିଏ ।
ତରୁଣ ପ୍ରଧାନମନ୍ତ୍ରୀ ଶ୍ୟାମଳୀ, ସ୍ୱାସ୍ଥ୍ୟବତୀ ଓ ରଙ୍ଗରଙ୍ଗିଆ ଲୁଗାପଟା ପିନ୍ଧିଥିବା ଆଦିବାସୀ ଲଳନାମାନଙ୍କର ଆବେଗ ଆଦର ଦେଖି ମୁଗ୍ଧ ହୋଇଥିଲେ । ସେ ସେମାନଙ୍କ ଉପରକୁ ଫୁଲମାଳ ଫିଙ୍ଗିଥିଲେ ଓ...
ତାଜମହଲର ପ୍ରତି ପଥରଖଣ୍ଡରେ ପ୍ରେମିକ ପ୍ରଣୟର ଛବି ଦେଖନ୍ତି, ମାତ୍ର ବାଜପୁର ବଗିଚାର ମୁଣ୍ଡା ଶାହାଡ଼ା ଗଛର ପ୍ରତି ପତ୍ରେ ପତ୍ରେ କେତେ ଯେ ପ୍ରଣୟ ନିଃଶ୍ୱାସ ପୂରି ରହିଛି,...
ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ଏକପୁଅ ବାପ ମା' ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଡ଼ିବେ- ଏକଥା ଲେଖକ ତମ୍ୱା ତୁଳସୀ...
ସୁନ୍ଦରୀ ଶବ୍ଦରେ କି ମୋହ ଅଛି କେଜାଣି ଏ ନାଆଁଟା ଶୁଣିଲେ ଅରସିକ ମନରେ ବି ରସିକିଆ ଭାବ ଉକୁଟି ଉଠେ । ପ୍ରେମ ଆଣରେ ଫେଣ ଉଠେ ।
ଆପଣଙ୍କ ମତାମତ