ସେ ଏକ ନୀଳ ଢେଉ . . . . ନଦୀର ନିକ୍ୱଣରେ ସ୍ୱପ୍ନାଚ୍ଛନ୍ନ ତାଙ୍କ ସୃଷ୍ଟିର ଉପତ୍ୟକା ନିତ୍ୟ ନିକ୍ୱଣିତ ସବୁଜ . . . . ସତେଜ . . . .
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ