ଶ୍ରୀ ଅଦ୍ୱୈତ ମହାନ୍ତି

ଶ୍ରୀ ଅଦ୍ୱୈତ ମହାନ୍ତି

ଓଡ଼ିଆ କଥା ସହିତ୍ୟର ଏକ ସମୁଜ୍ଜ୍ୱଳ ବ୍ୟକ୍ତିତ୍ୱ । ସେ ଥିଲେ ଏକ ସଫଳ ସ୍ରଷ୍ଟା, ଏକ ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ, ସୁସଂଗଠକ ମଧ୍ୟ । "ବଉଳବେଣୀ' ଓ "ଫଗୁଫଗୁଣ' ପତ୍ରିକା ସମ୍ପାଦନ ଓ ପ୍ରକାଶ କରି ଓଡ଼ିଆ ଲୋକ ସାହିତ୍ୟ ଓ ସସ୍କୃତିର ପ୍ରଚାର ପ୍ରସାର କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସାହିତ୍ୟର ବହୁ ବିଭବରେ ସଫଳତା ସହ ଲେଖନୀ ଚାଳନା କରିଥିଲେ ମଧ୍ୟ ଏହି ପ୍ରତିଭାଧର ଲେଖକଙ୍କ ସୃଷ୍ଟି ପୁସ୍ତକ ଆକାରରେ ନ ଥିବାରୁ ସେ ଏବେ ବି ଅନାଲୋଚିତ ।

Posts By ଶ୍ରୀ ଅଦ୍ୱୈତ ମହାନ୍ତି

To Top