ଠିକଣା - ଶ୍ରେଣୀ ଦଶମ , ଗ୍ଲୋବାଲ୍ ଇଣ୍ଡିଆନ ମଡେଲ ସ୍କୁଲ, ବିଦ୍ୟାଧରପୁର ,କଟକ । ଅଙ୍କିତ ସାହୁ, ଜନ୍ମ ୨୦୧୦ ରେ, କଟକ, ଓଡିଶାରେ ଜନ୍ମିତ ଏକ ଯୁବ ଦୃଷ୍ଟାନ୍ତ, ଯିଏ ଓଡିଆ ଭାଷା ପାଇଁ ଗଭୀର ଉତ୍ସାହ ରଖନ୍ତି । ଏବେ ସେ ଗ୍ଲୋବାଲ ଇଣ୍ଡିଆନ୍ ମଡେଲ୍ ସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଛନ୍ତି, ଯେଉଁଠି ସେ ଉତ୍ସାହଦାୟକ ଏବଂ ସହାୟକ ଶିକ୍ଷକମାନଙ୍କ ଦ୍ଵାରା ପ୍ରେରିତ ହେଉଛନ୍ତି । ଅଙ୍କିତ ନିଜର ପ୍ରତିଭା ପ୍ରଦର୍ଶନ କରି, ସମ୍ବାଦ ବ୍ଲକ୍ ଲେଭେଲ୍ ପ୍ରବନ୍ଧ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜଣେ ଶିକ୍ଷକ ପିତା ଅନିଲ କୁମାର ସାହୁ ଏବଂ ମାତା ସବିତା ସାହୁଙ୍କ ସନ୍ତାନ ଭାବରେ, ସେ ଓଡିଆ ଭାଷାକୁ ଅଧିକ ସୃଜନାତ୍ମକ କରିବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଛନ୍ତି । ସମାଜକୁ ସୁଯୋଗ ଦେବା ଏବଂ ଲୋକମାନଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ, ସେ "ହେଲ୍ପ ହାଣ୍ଡ" ନାମକ ଏକ ଫାଉଣ୍ଡେସନ୍ ଆରମ୍ଭ କରିଛନ୍ତି । ଅଂକିତ ସାହୁ ନିଶ୍ଚିତରୂପେ ଓଡିଆ ଭାଷା ଏବଂ ଏହାର ଭବିଷ୍ୟତ ପାଇଁ ଏକ ଆଶାର ଆଲୋକ । ସିଏ ୨୦୨୫ ର ଜାନୁଅରୀ ମାସ ରେ ଏକ ଇ ପତ୍ରିକା ଆରମ୍ଭ କରିଛନ୍ତି ଯାହାର ନା ହେଉଛି 'ଓଡ଼ିଆ ମଣି ' ।
ଏ ବରଷ ଗଛ ଆଗାମୀକୁ ନାଇଁ ଜମା ନେଉନହି ଯତ୍ନ ତୁଚ୍ଛାତରେ ଫି ବରଷ କରୁଛ ବୃକ୍ଷ ରୋପଣର ନାଟ
ଆପଣଙ୍କ ମତାମତ