ଅଂଶୁମାନ ମହାପାତ୍ର

ଅଂଶୁମାନ ମହାପାତ୍ର

ମୁଁ ଅଂଶୁମାନ ମହାପାତ୍ର । ଯାଜପୁର ଜିଲ୍ଲାର ଜଣେ ସ୍ଵପ୍ନ ଦ୍ରଷ୍ଟା ଛାତ୍ର । ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗରେ ମୁଁ ଅଧ୍ୟୟନ କରୁଛି । ଛୋଟ ବେଳୁ କବିତା ଓ ଓଡ଼ିଆ ଲେଖା ପ୍ରତି ମୋର ଗଭୀର ଅନୁକମ୍ପା ରହିଛି । ତେଣୁ ଭାବନାର ଆକାଶରୁ ତାରା ଗୁଡିକୁ ଗୋଟେଇ ଆଣି କଲମ ଦ୍ଵାରା ସଜେଇ ଦେଉଛି ଧଳା ପୃଷ୍ଠାରେ । ଓଡ଼ିଆ ଭାଷା ଓ ସାହିତ୍ୟର ମାଧୁର୍ଯ୍ୟକୁ ମୁଁ ଲୋକଲୋଚନକୁ ଆଣିବାକୁ ଶତ ପ୍ରତିଶତ ଚେଷ୍ଟା କରିବି ।

Posts By ଅଂଶୁମାନ ମହାପାତ୍ର

To Top