ବଡ଼ିସକାଳୁ ନୂଆ ବୋହୂଟି ସାରି ଘରର ବାସି ପାଇଟି ଲିପେ ଚଉରା ପୂଜେ ତୁଳସୀ ପରିବାରର ଶୁଭ ମନାସୀ ବୁନ୍ଦାବତୀକୁ ଧ୍ୟାୟୀ ସେହି ମୋ ଗାଁ ଭୂଇଁ
ତମ ଗାଁ ଦାଣ୍ଡ ପଡିଲେ ଶୋଇ ରାତ୍ରୀ ଯାଏ ନଇଁ ଆମ ସପନେ ତମ ଗାଁ ଗୋରି ଆଉ ସେଠି କେ ନାହିଁ ।
ସଫା ଦିଶିଲାଣି ନଈ ନାଳ ପାଣି ପୋହଳା ଚିତଳ ଚିତି ମାରିଲେଣି ଉଡ଼ି ମାଛରଙ୍କା ଛପି ମାରେ ଡୁବ ନୀଳକଇଁ ଦିଶେ ତୋରାରେ ଶରତ ଆସିଲା ଧରାରେ ।
ଆପଣଙ୍କ ମତାମତ