ଶ୍ରୀ ବିଜୟ କୁମାର ବେହେରା

ଶ୍ରୀ ବିଜୟ କୁମାର ବେହେରା

ଶିକ୍ଷାଗତ ଯୋଗ୍ୟତା – ପିଜିଡ଼ିଏମ ( ଫାଇନାନ୍ସ / ମାର୍କେଟିଂଗ ) । ମୁ ବର୍ତମାନ ଗୋଟେ ପ୍ରାଇଭେଟ କମ୍ପାନିରେ ଚାକିରୀ କରୁଅଛି , ମୋ ଘର ଓଡିଶାର କଟକ ଜିଲ୍ଲାରେ ଅବସ୍ଥିତ । ମୁ ଓଡିଆ ଗୀତ ଓ ସଂଗୀତ କୁ ବହୁତ ଭଲପାଏ , ମୁ ନୀୟମିତ ତୁମ ପତ୍ରିକା କୁ ରାତିରେ ଏବଁ ପ୍ରତି ରବିବାରେ ଅଧୟନ କରେ , କିଛି ମାସ ଅଧୟନ କଲାପରେ ମୁ ଅନୁପ୍ରାଣିତ ହେଲି ଆଉ କବିତା ଲେଖିବାକୁ ଚେଷ୍ଟା କଲି , ଶେଷରେ ମୁ ମୋ ପ୍ରେମିକାକୁ ନେଇ ଏକ କବିତା ଲେଖିଅଛି ।

Posts By ଶ୍ରୀ ବିଜୟ କୁମାର ବେହେରା

To Top