ପିତା: ରମେଶ ସ୍ୱାଇଁ । ମାତା: ପ୍ରିୟତମା ସ୍ୱାଇଁ । ବୃତ୍ତି: ଶିକ୍ଷକ । ରୁଚି:ମହାପ୍ରଭୁଙ୍କ ସେବା, କବିତା ଲେଖିବା ।
ଜାଣିଛ ପୁଣି ବେଳେ ବେଳେ ନିରୋଳାରେ ବସି ଇଚ୍ଛା ହୁଏ ମହୁମାଛି ପରି ଗୁଣୁଗୁଣୁ ହେବାକୁ, ତୁମର ଭାବନା ରାଇଜରେ ବୁଡି ତୁମକୁ ଜାବୁଡ଼ି ଧରି ଢେର୍ ସାରା ଗପିବାକୁ...
ଆପଣଙ୍କ ମତାମତ