ଠିକଣା -ଏସ ଏସ ଭି ଏମ ସ୍କୁଲ, ଗଜପତିନଗର, ବ୍ରହ୍ମପୁର, ଗଞ୍ଜାମ -୭୬୦୦୧୦ । ଈଶ୍ୱର ଦତ୍ତ ପ୍ରତିଭାଗୁଡ଼ିକ ମଧ୍ୟରୁ ଲେଖନୀ ପ୍ରତିଭା ଅନନ୍ୟ ଓ ଅତୁଳନୀୟ । ଏହା ଏକ ଏପରି ସୀମାହୀନ ସାଧନା ଯାହା ପ୍ରେତ୍ୟେକ ହୃଦୟର ଅକୁହା ଭାବନାକୁ ବାସ୍ତବତାର ଶବ୍ଦରେ ବ୍ୟକ୍ତ କରିଥାଏ । ଅନ୍ୟର ପରିଚୟ ପ୍ରଦାନ କରିବା ଯେତିକି ସହଜ ନିଜର ଲେଖନୀ ମାଧ୍ୟମରେ ନିଜର ପ୍ରତିଛବିକୁ ଉପସ୍ଥାପନା କରିବା ସେତିକି କଷ୍ଟସାଧ୍ୟ । ବୃତ୍ତି : ବିଜ୍ଞାନ ଶିକ୍ଷୟତ୍ରୀ ।
ଆୟୁଷର ନୀରବତା ଓ ପ୍ରତ୍ୟୁଷର ଦୁର୍ବଳତା ଉଭୟଙ୍କୁ ଆହୁରି ଦୁର୍ବଳ କରିଦେଇଛି ।
ସେ ଝରକା ଯହିଁ ତୁମେ ବସିଥିଲ ଆଙ୍କିଲି ମାନେ ତା ଛବି ତୁମ ରୂପ ହୃଦେ ଘର କରିଗଲା ସାଜିଲି ମୁଁ ପ୍ରେମର କବି ।
ଆପଣଙ୍କ ମତାମତ