ଜଗନ୍ନାଥ ଦାସ

ଜଗନ୍ନାଥ ଦାସ

ମୋର ନାମ ଜଗନ୍ନାଥ ଦାସ । ମୁଁ ଏକ ଓଡ଼ିଆ ଭାଷା ପ୍ରେମୀ ଓ ସାହିତ୍ୟ ରସିକ ଲେଖକ । ଲେଖନ ମୋର ଭାବନା ଓ ଅନୁଭୂତି ପ୍ରକାଶର ଶକ୍ତିଶାଳୀ ମାଧ୍ୟମ । ସାହିତ୍ୟ, କବିତା ଓ ସାମାଜିକ ବିଷୟ ଉପରେ ମୋର ରୁଚି ଅଛି ଏବଂ ମୁଁ ଏହା ଦ୍ୱାରା ସମାଜ ଓ ସଂସ୍କୃତିର ଅନ୍ତଃସ୍ଥ ଦିଗକୁ ଉଜାଗର କରିବାକୁ ଚେଷ୍ଟା କରେ । ମୋ ଠିକଣା ହେଉଛି ଦପା,କାଁପଡ଼ା, ତିହିଡ଼ି, ଭଦ୍ରକ । ଗ୍ରାମ ଜୀବନ ଓ ଓଡ଼ିଆ ସଂସ୍କୃତି ମୋର ଲେଖାର ମୁଖ୍ୟ ଅନୁପ୍ରେରଣା । ଆଗାମୀ ଦିନରେ ମୁଁ ଓଡ଼ିଆ ସାହିତ୍ୟକୁ ଅଧିକ ଶକ୍ତି ଓ ଗଭୀରତା ଦେବା ପାଇଁ ଅଭିଯାନ ଜାରି ରଖିବି ।

Posts By ଜଗନ୍ନାଥ ଦାସ

To Top