କହେ ଅନୁତାପଭରା କଣ୍ଠରେ- ସରି ୟାର୍ ! କାଲି ଅଫିସ୍ରେ ୱାର୍କଲୋଡ୍ ପ୍ରବଳ ଥିଲା ତ ମୁଣ୍ଡ ଜମା କାମ କରୁ ନ ଥିଲା । ଜାମ୍ ହୋଇଯାଇଥିଲା ଜୋର୍ରେ...
ମୁଁ ପାରୁନି ରେ ରାଜା ପାରୁନି ଜମା । ଯେତେ ଦୃଢ଼ ହେଲେ ବି କୋହର ବନ୍ୟାରେ ଭାସିଯାଉଛି ମୋର ଧୈର୍ଯ୍ୟର ସିମେଣ୍ଟ ବନ୍ଧ ।
ଆପଣଙ୍କ ମତାମତ