ପ୍ରଜ୍ଞା ପାରମିତା ସାମନ୍ତରା

ପ୍ରଜ୍ଞା ପାରମିତା ସାମନ୍ତରା

ଓଡ଼ିଆ ସାହିତ୍ୟର ଲେଖିକା ପ୍ରଜ୍ଞା ପାରମିତା ସାମନ୍ତରାଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଳା ଅନ୍ତର୍ଗତ ଭୂବନେଶ୍ଵର ଉପକଣ୍ଠରେ ଥିବା ପୁରଣ ଗ୍ରାମରେ ତାଙ୍କର ଜନ୍ମ ୧୯୯୧ ମସିହା ଜୁନ୍ ମାସ ୧୭ ତାରିଖରେ ସେ ଏକାଧାରାରେ ଜଣେ କବୀ ଓ ଲେଖିକା ତାଙ୍କ କବିତାରେ ଗ୍ରାମ୍ୟ ଜୀବନର ଚିତ୍ର ନିଛକ ଭାବରେ ଫୁଟିବକଳାରେ ସ୍ନାତକ କରିଥିବା ପ୍ରଜ୍ଞା ବିଜେବି କଲେଜରେ ଅଧ୍ୟାୟନ କରୁଥିଲେଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରି ସେ ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିଛନ୍ତି

Posts By ପ୍ରଜ୍ଞା ପାରମିତା ସାମନ୍ତରା

To Top