ପିତା ଆଶିଷ କୁମାର ପୃଷ୍ଟି ଏବଂ ମାତା ଲକ୍ଷ୍ମୀପ୍ରିୟା ପୃଷ୍ଟି ଙ୍କ କୋଳ ମଣ୍ଡନ କରି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବୀରବରପାଟଣା ଗ୍ରାମ ରେ ଜନ୍ମ । ସ୍ନାତୋତ୍ତର ଶେଷ କରି ଏବେ ଆଗକୁ ପଢା ଜାରି ରଖିଛି । ଅବସର ସମୟରେ କିଛି ମନକୁ ଆସିଲେ ତାକୁ ଏକ ରୂପ ଦେବାକୁ ପ୍ରୟାସ କରେ ।
ବାଜା ତାଳ ଢୋଲ ମହୁରୀ ବଜାଇ ଆସେ ଘଡଘଡି ରଡ଼ି ଦୁହେଁ ମିଶି ଗଲେ ଆକାଶ କମ୍ପଇ ଆସଇକେ ଘୋଡ଼ା ଚଢ଼ି ।
ଆପଣଙ୍କ ମତାମତ