ପୂଜା ନାଥ

ପୂଜା ନାଥ

ଠିକଣା - ବିରସ୍ଵତୀ ଗ୍ରାମ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ । ବର୍ତ୍ତମାନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ । ମୋ ମତରେ ସାହିତ୍ୟ କହିଲେ ଏକ ସାଧନା ତଥା ଏକ ଗଭୀର ତପସ୍ୟା। ସାହିତ୍ୟର ପ୍ରତିଟି ବିଭାଗ ପ୍ରତି ମୋର ବିଶେଷ ରୁଚି ରହିଅଛି। ବିଶେଷ କରି ଗଳ୍ପ ବିଭାଗ ପ୍ରତି କାରଣ ଏହା ମାଧ୍ୟମରେ ମୁଁ ମୋର ଭାବନାକୁ ଅତ୍ୟନ୍ତ ସହଜ, ସରଳ ଓ ସାବଲୀଳ ଭାବରେ ଉପସ୍ଥାପନା କରିବାକୁ ସକ୍ଷମ ହୋଇପାରେ ।

Posts By ପୂଜା ନାଥ

To Top