ସାଗରୀକା ମହାନ୍ତି

ସାଗରୀକା ମହାନ୍ତି

ମୁଁ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ସାହିତ୍ୟ ପ୍ରତି ମୋର ଅନେକ ରୁଚି ରହିଛି । ସାହିତ୍ୟକୁ ଜୀବନର ସାଧନା ଭାବେ ଗ୍ରହଣ କରିଆସିଛି । ଛୋଟ ଛୋଟ ଗଳ୍ପ ଓ କବିତା ଲେଖିବାକୁ ମୁଁ ବେଶୀ ଭଲପାଏ । ମୁଁ ମୋର ଲେଖନୀରେ ଆଧୁନିକ ଜୀବନ ଶୈଳୀ ଓ ମାନବୀୟ ବିଚାର ବୋଧକୁ ସାହିତ୍ୟରେ ରୂପ ଦେଇଥାଏ ।

Posts By ସାଗରୀକା ମହାନ୍ତି

To Top