ଜନ୍ମ:- ୨୪/୦୫/୧୯୬୩ । ସୃଜନ ଆରମ୍ଭ:- ୧୯୭୫ । ପ୍ରଥମ ରଚ଼ନା:- ଶିଶୁ କବିତା । ଶିକ୍ଷାଗତ ଯୋଗ୍ୟତା:- ଏମ୍.ଏ. (ଉତ୍କଳ) । ବୃତ୍ତି:- ସାମ୍ୱାଦିକତା, ସମ୍ପାଦନା, ପ୍ରକାଶନ । ପ୍ରବୃତ୍ତି:- କବିତା ଓ ଗୀତ ରଚ଼ନା, ସାହିତ୍ୟ ଚର୍ଚ୍ଚା ଓ ସମ୍ପାଦନା । ସମ୍ପ୍ରତି:- ସମ୍ପାଦକ, ଚିତ୍ରଲିପି (ସିନେ ପତ୍ରିକା), ସମ୍ପାଦକ, ଝର୍କା (ସାହିତ୍ୟ ପତ୍ରିକା), ମୁଖ୍ୟ ସମ୍ପାଦକ, ପିଲାଙ୍କ ସୁନାଫରୁଆ (ଶିଶୁକିଶୋର ପତ୍ରିକା) । ବୃତ୍ତିଗତ ଅଭିଜ୍ଞତା:- ସାମ୍ୱାଦିକତାରେ ୨୫ ବର୍ଷ । ଦୈନିକ ସମ୍ୱାଦରେ ବରିଷ୍ଠ ସହ ସମ୍ପାଦକ ଭାବେ ଦୀର୍ଘଦିନ କାର୍ଯ୍ୟରତ । ଏତଦ୍ବ୍ୟତୀତ ଦୈନିକ ସମାଜ, ଜନଭାଷା ପ୍ରଭୃତିରେ କାର୍ଯ୍ୟରତ । ଧରିତ୍ରୀ, ପ୍ରଗତିବାଦୀ, ପ୍ରଜାତନ୍ତ୍ର, ପ୍ରମେୟ, ନିଉଜ୍ ଅଫ୍ ଦି ୱାଲର୍ଡ, ସନ୍ ଟାଇମ୍ସ, ସ୍କ୍ରିନ୍ ପ୍ରଭୃତିରେ ଶତାଧିକ ରଚ଼ନା ତଥା ଫିଚ଼ର୍ ପ୍ରକାଶିତ । ପୁରସ୍କାର/ସମ୍ମାନ:- ରାଜ୍ୟ ସରକାର ଦ୍ୱାରା ପ୍ରଦତ୍ତ ଯୁବ ପୁରସ୍କାର (୧୯୯୬-୯୭) ପ୍ରାପ୍ତ । ଏତଦ୍ବ୍ୟତୀତ ଶିଶୁ ସାହିତ୍ୟ ପାଇଁ ପ୍ରଜାତନ୍ତ ବିଷୁବ ମିଳନ ଅବସରରେ ମୀନାବଜାର ପୁରସ୍କାର (୧୯୮୩), ବିଲୁଆନନା, ଟିକିଦୁନିଆଁ ପ୍ରଭୃତି ପତ୍ରିକା ତରଫରୁ ଶିଶୁ ସାହିତ୍ୟିକ ସମ୍ମାନ (୧୯୭୮-୭୯), ଶ୍ରୀକ୍ଷେତ୍ର ଶ୍ରୀ (୧୯୮୩), ସଂସ୍କୃତି ମିତ୍ର (୨୦୧୨) ପ୍ରଭୃତି ସମ୍ମାନରେ ସମ୍ମାନିତ । ଯୋଗାଯୋଗ:- ସମର୍ ଗ୍ରାଫିକ୍, ସହଦେବଖୁଣ୍ଟା, ବାଲେଶ୍ୱର-୭୫୬୦୦୧ ।
ଘୃଣାର ଘୃତାଗ୍ନିରେ ଜଳିଯାଉଚି ମୋର ପୌରୁଷ ମୁଁ ଗୋଟେ ଅଯୋଗ୍ୟ ଅପଦାର୍ଥ ମଣିଷ !
ଦେଖିଥିଲି ସ୍ୱପ୍ନ ଯେତେ ସବୁଯାକ ମିଛ ଆକାଂକ୍ଷା ଓ ଆଶା ଯେତେ ସବୁ କଲି ତୁଚ୍ଛ ଜିଇଁବାଟା ହେଲା ଗୋଟେ ବଡ଼ ଦୁର୍ବିପାକ ମୋତେ ପଚାରନା ପଚାରନା ମୋର କ'ଣ...
ଚିନ୍ତା କରନା ମୁଁ ନୀରବିଯିବି ଦିନେ ନା ଦିନେ ।
ଆପଣଙ୍କ ମତାମତ