ମାର୍ଫତ୍-ଶ୍ରୀ ଦୁଃଖିଶ୍ୟାମ ପ୍ରଧାନ, ଗ୍ରାମ/ଡାକ-କାଳିଆଗୁଡ଼ା ଭଂଜନଗର (ଗଞ୍ଜାମ) । ଜନ୍ମ ତାରିଖ- ୧୪/୦୪/୧୯୮୭ । ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ୩ ବିଜ୍ଞାନ, ଡି. ଫାର୍ମା । ମଧ୍ୟବିତ୍ତ ପରିବାରର ସଦସ୍ୟ, ମୋ ବାପା ଶିକ୍ଷକ, ଭାଇ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଭଉଣୀ କିଛିଦିନ ନିମନ୍ତେ ଶିକ୍ଷକତା କରୁଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ କବିତା ରଚନା ୧ମ, ୨ୟ ସ୍ଥାନ ଅଧିକାର ତତ୍ସଙ୍ଗେ ସଙ୍ଗେ ରାଜ୍ୟସ୍ତରୀୟ କବିତା ଆସରରେ ଅଂଶ ଗ୍ରହଣ କରି ମାନପତ୍ର ହାସଲ ।
ଲକ୍ଷ୍ୟ-
କବିତା ଲେଖିବା
ନୁହଁ ମୋର ପେଶା
ନୁହଁ ପୁଣି ଜନ୍ମକଳା
କବିତା ଲେଖୁଛି
କାଳୀଙ୍କ କୃପାରୁ
ତା' ଆର୍ଶୀବାଦ
ଏ ଦେହରେ ବୋଳା ।
ଆପଣଙ୍କ ମତାମତ