ଠିକଣା - ସଙ୍ଗୀତ ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ ଧନକଉଡ଼ା, ମୋଦିପଡ଼ା, ସମ୍ବଲପୁର, ଓଡ଼ିଶା-୭୬୮୦୦୨, । ମୁଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗରେ ଏମ୍.ମ୍ୟୁଜ୍ (M.Mus) ଏବଂ ଏମ୍.ଫିଲ୍ (M.Phil) ଡିଗ୍ରୀ ହାସଲ କରିଛି । ବର୍ତ୍ତମାନ ମୁଁ ସମ୍ବଲପୁରର ଧନକଉଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ରୂପେ କାର୍ଯ୍ୟରତ । ମୁଁ ଓଡ଼ିଆ କବିତା ପଢ଼ିବାକୁ ଓ ଲେଖିବାକୁ ଖୁବ୍ ଭଲପାଏ । ସଙ୍ଗୀତ ଶିକ୍ଷା ଦେବା ସହିତ ମୁଁ ମଞ୍ଚରେ ମଧ୍ୟ ସଙ୍ଗୀତ ପରିବେଷଣ କରିଥାଏ ।
ନିଜ ପାଇଁ ନିଜ ଇଚ୍ଛାରେ ନା ମନଖୋଲା ହସି ପାରିଲି, ନା ମୁହଁ ଲୁଚେଇ ନିଜ ପାଇଁ କଇଁ କଇଁ କାନ୍ଦି ପାରିଲି ।
ଆପଣଙ୍କ ମତାମତ