ସୌଜନ୍ୟ କୁମାର ପରିଡା

ସୌଜନ୍ୟ କୁମାର ପରିଡା

ଠିକଣା - ବାରୁଅ, ଲଷ୍ମୀନାରାୟଣ ବଜ଼ାର, ବାରୋ, କେନ୍ଦ୍ରାପଡ଼ା । ସୌଜନ୍ୟ କୁମାର ପରିଡା ଜଣେ ସାମାଜିକ ଚିନ୍ତକ, ସ୍ତମ୍ଭକାର ଓ ସମସାମୟିକ ପ୍ରସଙ୍ଗର ନିୟମିତ ଲେଖକ । ଶିକ୍ଷା, ସୁଶାସନ, ଦୁର୍ନୀତି ନିବାରଣ, ସାମାଜିକ ସଚେତନତା, ଯୁବଶକ୍ତି, ଜନପ୍ରଶାସନ, ପରିବେଶ ସୁରକ୍ଷା ଓ ନାଗରିକ ଅଧିକାର ପରି ବିଭିନ୍ନ ସମସାମୟିକ ବିଷୟ ଉପରେ ସେ ନିୟମିତ ଭାବେ ଲେଖାଲେଖି କରନ୍ତି । ଆଇଟିଆଇ (ITI), ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବି.ଟେକ୍. ଅଧ୍ୟୟନରତ । ବୈଷୟିକ ଶିକ୍ଷା ସହ ସାମାଜିକ ପରିବର୍ତ୍ତନ, ଲୋକନୀତି ଓ ଗଣସଚେତନତା ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ତାଙ୍କ ଲେଖାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ସକାରାତ୍ମକ ଚିନ୍ତାଧାରାର ବିକାଶ, ଜନସଚେତନତା ସୃଷ୍ଟି ଏବଂ ଜନହିତ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ସାମ୍ନାକୁ ଆଣିବା ।

Posts By ସୌଜନ୍ୟ କୁମାର ପରିଡା

To Top