ବି.ଟେକ୍, ଏମ୍.ବି.ଏ । ପିତା-ଇଂ ହୃଷିକେଶ ବାରିକ । ସ୍ଥାନ-ବରଗୋରଡ଼ା, ନୟାହାଟ, ପୁରୀ-୭୫୨୧୦୭ । ଗୁପ୍ତା ପାୱାର୍ ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱରରେ ବର୍ତ୍ତମାନ କାର୍ଯ୍ୟରତ । କବିତା, ପ୍ରବନ୍ଧ ଲେଖିବାର ଆଗ୍ରହ ପିଲାଟି ଦିନରୁ ରହିଆସିଛି । କର୍ମମୟ ଜୀବନରୁ, କିଛି ସମୟ ପାଇଁ କିଛିଟା ଲେଖେ । ପରିବାର ଏବଂ ବନ୍ଧୁମାନେ ଲେଖିବାର ପ୍ରେରଣା ।
ଆପଣଙ୍କ ମତାମତ