ଶୁଭଦର୍ଶିନୀ ଦାସ

ଶୁଭଦର୍ଶିନୀ ଦାସ

ଜନ୍ମ - ୩୦-୦୬-୧୯୮୨ । ପିତା - ଲକ୍ଷ୍ମଣ କୁମାର ଦାସ, ମାତା - ସତ୍ୟଭାମା ଦାସ, ଠିକଣା - ଶ୍ରୀବନ୍ତପୁର, ଯାଜପୁର । ରୁଚି - ଓଡିଶୀ ନୃତ୍ୟ, ଗଳ୍ପ ଲେଖିବା, ପଢ଼ିବା, ନୂଆ ସ୍ଥାନ ବୁଲିଯିବା ଇତ୍ୟାଦି । ଶିକ୍ଷାଗତ ଯୋଗ୍ୟତା - ଏମ ଟେକ (ପରିବେଶ ବିଜ୍ଞାନ ଓ ଇଂଜିନିୟରିଂ), ବି ଟେକ (ସିଭିଲ ଇଂଜିନିୟରିଂ) । ବୃତ୍ତି - ଉପ ପ୍ରବେଶ ଯନ୍ତ୍ରୀ (ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଭୁବନେଶ୍ୱର) ରେ କାର୍ଯ୍ୟରତ ୨୦୦୬ ମସିହାରୁ I

Posts By ଶୁଭଦର୍ଶିନୀ ଦାସ

To Top