ଆସ ଅର୍ଜୁନ, ମୋର ଏହି ମୃଣାଳନିନ୍ଦି ବାହୁଯୁଗଳକୁ ତୁମର କଣ୍ଠଲଗ୍ନ କର । ମତେ ନିବିଡ଼ ଭାବରେ ଆଲିଙ୍ଗନ କରି ଅନୁଭବ କର ଯେ ଏପର୍ଯ୍ୟନ୍ତ ନୀତି ଅନୀତିର ଦ୍ୱନ୍ଦ୍ୱରେ...
ଏହି ସମୟରେ ତାଙ୍କ ଦାୟିତ୍ୱରେ ଥିବା ଦେବ ଅନୁଚର ଆସି ଜଣାଇଲେ ଯେ ଦେବୀ ଉର୍ବଶୀ ଅର୍ଜୁନଙ୍କୁ ସାକ୍ଷାତ୍ କରିବାକୁ ଆସିଛନ୍ତି । ଚମକି ପଡ଼ିଲେ ମଧ୍ୟମ ପାଣ୍ଡବ ।...
ସ୍ୱର୍ଗପୁରରେ ଏକ ବିଶେଷ ଉସବର ଆୟୋଜନ । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଅପୂର୍ବ ସୁନ୍ଦର ଭାବରେ ସୁସଜ୍ଜିତ ସଭାସ୍ଥଳ । ସମସ୍ତ ଦେବତା, ଗନ୍ଧର୍ବ, ଯକ୍ଷ, କିନ୍ନର, ଅରା, ସିଦ୍ଧ...
ଆପଣଙ୍କ ମତାମତ