"ମହାତ୍ମା ! ମୋର ଉର୍ଦ୍ଧ୍ୱଗତି ହେବାକୁ ବିଳମ୍ବ ନାହିଁ , ଆପଣ କଣ ଏଇଆ ବୁଝାଉଛନ୍ତି ?"
ବାପା ତୁ କାହା ସାଙ୍ଗରେ କ’ଣ ବଜର ବଜର ହଉଚୁ ମ ! ମୋତେ ଭାରି ଭୋକ । ପେଟ ମୋଡି ଦୁଚି । ମୁଁ ଆଉ ଚାଲିପାରୁନି ।
ବହୁତ ହସୁଥିଲେ ଦୁଇ ଜଣ , କାରଣ ଏମିତି ବାହାଘର ବୋଧେ ଆଉ କାହାର ହୋଇ ନ ଥିବ ।
ରାଧାମୋହନ ବାବୁ ସେ ଖଣ୍ଡିକ ଧରି ପାଗଳଙ୍କ ପରି ଘର ଭିତରକୁ ଦୌଡ଼ି ଆସୁ ଆସୁ କହିଲେ - ଦିଶା , ଏ ଦେଖ ମା ! ଅଂଶୁମାନ ଟେଲିଗ୍ରାମ...
ମା, ଜୀବନଟି ଖୁବ ଛୋଟ, ତେଣୁ ଏହି ସୀମିତ ସମୟମଧ୍ୟରେ ନିଜର ସମସ୍ତ ଇଛାକୁ ପରିପୂର୍ଣ କରିବା ଖୁବ ଜରୁରୀ
ଜନ୍ମଦିନ ଭଳି ଶୁଭ ଦିବସର ସନ୍ଧ୍ୟା, ଏକ ସୁନ୍ଦର ଯୁବତୀ, ଏକ ହ୍ୟାଣ୍ଡସମ ଯୁବକ, ଲାଲ ଗୋଲାପ, ପସନ୍ଦିତା ଖାଦ୍ୟ, ସାଂପେନ ଏବଂ ପୃଷ୍ଠଭୂମିରେ ବାଜୁଥିବା ରୋମାଣ୍ଟିକ ଗୀତ; ସହଜରେ...
ଯେତେବେଳେ ଭାଗ୍ୟ ପୋଡିଯାଏ ସେତେବେଳେ ପାଳଭୁତ ଆଉ ଭଗବାନ ସବୁ ହାତ ଟେକି ଦିଅନ୍ତିଲୋ ମା
ମୋତେ ଭଲପାଇବା ବେଳକୁ ତ ଖୁବ୍ ସାହସ ଥିଲା । ବଡ଼ ଜୋର୍ କରି ଭିଡ଼ି ନେଉଥିଲ ନିଜ ଆଡ଼କୁ ?
ନାଁ କୁ ସମସ୍ତେ ବ୍ରାହ୍ମଣ କିନ୍ତୁ ଭୋଜିରେ କୁକୁଡ଼ା ଛେଳି ହାଡ଼ଗୋଡ଼ ବଫେ ତଶଲାରେ ରହିବା ନିଶ୍ଚିତ ।
ଭାଇ ତ ଏଇ ପ୍ରଥମ ଥର ହାଜତରେ ପଶି ନାଇଁ ? ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ?
ଆପଣଙ୍କ ମତାମତ