ମୋ ବାଳୁତ ବଅସରୁ ଏ ପର୍ଯ୍ୟନ୍ତ ଏଇ ଖଟ ହିଁ ଗାଁରେ ସବୁ ଚୋର ଧରିଛି । ଆହୁରି ଅଧାଟା ଗାଁ ବାକି ଅଛି । ଏ ମୁଣ୍ଡରେ ସିନା...
ପବିତ୍ରତା କହିଲେ କ୍ଲବ୍ ଯିବା, ମଦ ପିଇବା ଏବଂ ରୂପଜୀବିମାନଙ୍କ ସହ ଡ୍ୟାନ୍ସ କରିବା ଆଜିକାଲି ସମାଜର ଆଦର୍ଶ ପୁରୁଷ । କଥାଟା ସତ ଯେତିକି ଯନ୍ତ୍ରଣା ତହିଁରୁ ଅଧିକ...
ମଢ଼ ପାଖରୁ ଆମ୍ୱଗଛଟିର ଦୂରତା ୧୫ ଫୁଟ । ବାଘକୁ ମାରିବାକୁ ହେଲେ ନିହାତି ୧୫/୧୬ ଫୁଟ ଉଚ୍ଚରେ ମଞ୍ଚା ବାନ୍ଧିବା ଦରକାର ।
ମୁଁ ମନା କରୁଥିଲି ..... ବଢ଼ିଲା ଝିଅ ... କ'ଣ ମିଳିଲା ସେ ପାଠପଢ଼ାରୁ । ଏଣେ ପାଠ ଚୂଲିକୁ ଗଲା, ତେଣେ ଝିଅ ମୋର କାହା ସାଙ୍ଗରେ ପଳାଇଗଲା
ବ୍ଲୁ-ରାକେଟର ପାଇକାରୀ ବ୍ୟବସାୟୀମାନେ ଜାଣିପାରନ୍ତି ନାହିଁ । ସେମାନେ ତାରିଫ୍ କରନ୍ତି । ସଶରୀରରେ ମଡ଼େଲଟାକୁ ତାଙ୍କ ବ୍ୟବସାୟରେ ସାମିଲ୍ କରିବାକୁ ଦାବି କରି ବସନ୍ତି ।
ତମେ ଦି'ଜଣ ଗଲା ବେଳକୁ ବାପାଙ୍କୁ ସାଙ୍ଗରେ ନେଇଯାଅ । ସେଠି ସହର ବଜାର ଜାଗା ।
ଆଉ କାହାର ଏତେ କଳାଧନ ଅଛି ଯେ ଆଣିଦେବ ମର୍ତ୍ତ୍ୟରେ ସ୍ୱର୍ଗର ସୁଷମା ।
ଅର୍ଥ ସଚିବ ତ ଏଇଆ ଚାହୁଁଛନ୍ତି ଛକ ଉପରେ ମଦଦୋକାନ ଖୋଲୁ । ଦେଶଟା ବିକଳାଙ୍ଗ ହେଉ, ଲୋକମାନେ ବିକଳାଙ୍ଗ ହୁଅନ୍ତୁ !!!
କବିତା ତଳେ ତମର ନାଁ ଲେଖା ହୋଇଥିଲା । ମୁଁ କହିଲି, ଏଇଟା ଦେବଭାଇ ଲେଖିଛନ୍ତି, କବିତାଟିଏ ।
ହଇଓ ତହସିଲଦାର ବାବୁ, ତମେ ଜାଣିଛ ତ ଜଣେ ନେତା ଅଢେ଼ଇ ହଜାର କୋଟି ଟଙ୍କା ଟିକସ ଫାଙ୍କିଲା, ତାକୁ ସରକାର ମାଫ୍ କଲେ । ସେ ପୁଣି ନିର୍ବାଚନ...
ଆପଣଙ୍କ ମତାମତ