ରାଜପୁତ୍ରମାନଙ୍କୁ ମଧ୍ୟ ଶିକ୍ଷା ନିମନ୍ତେ ଋଷିମାନଙ୍କ ଆଶ୍ରମକୁ ଯିବାକୁ ପଡୁଥିଲା । ଏପରିକି ଶ୍ରୀକୃଷ୍ଣ ମଧ୍ୟ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରିଥିଲେ ।
ସଠିକ୍ ଆଧୁନିକତାର ସାମଗ୍ରିକ ପୁରୋଦୃଷ୍ଟିଟି ଯଦି ଆମ ପାଖରେ ଥାଆନ୍ତା, ତେବେ ଆମେ ହୁଏତ ଆମର ଭୂମି ସଂଲଗ୍ନ ଚେରଗୁଡ଼ିକୁ ନିଜ ହାତରେ ଏହିପରି କାଟି ଚାଲିନଥାନ୍ତୁ ।
ସଗୁଣ ଉପାସକକୁ ସର୍ବଶ୍ରେଷ୍ଠ ଓ ନିର୍ଗୁଣ ଉପାସକକୁ ସେ ପ୍ରାପ୍ତ ହୁଅନ୍ତି କହି ଶ୍ରୀକୃଷ୍ଣ ତାଙ୍କ ଉତ୍ତରକୁ ଜଟିଳ କରିଦେଇଥିବା ମନେହୁଏ ।
ସମୁଦ୍ରକୁ ଲମ୍ଫ ଦେବାର ଦୁର୍ଦ୍ଦର୍ଷ କୁଶଳୀ ନାଉରୀପଣ ଆଜି ଅତୀତ ହେଲେ ବି ପର୍ବପର୍ବାଣୀ ଓ ଅନୁଷ୍ଠାନର ପଟୁଆର ଭିତରେ ତା'ର ସ୍ପନ୍ଦନ ଏବେ ବି ଉଷ୍ମ ଏହା ସ୍ୱୀକାର...
ଭଗବାନ୍ କେବେ ଅପବିତ୍ର ହୋଇପାରିବେ ନାହିଁ, ସେ ଅପବିତ୍ରକୁ ପବିତ୍ର କରନ୍ତି ।
ଭାଗବତର ନବାକ୍ଷରୀ ଛନ୍ଦରେ ରଚିତ ଏହି ପୁସ୍ତକରେ କନିକା ରାଜାଙ୍କ କୁଶାସନ, ପ୍ରଜାଙ୍କଠାରୁ ବଳପୂର୍ବକ ଚଉଷଠି ପ୍ରକାର କର ଆଦାୟ ଓ ନିରୀହ ପ୍ରଜାମାନଙ୍କ ଅକଥନୀୟ ଦୁର୍ଦ୍ଦଶା ଆଦିର ବର୍ଣ୍ଣନା...
ଏହାଦ୍ୱାରା ବାର୍ତ୍ତାଳାପକୁ ମୁଖ୍ୟ ଭାବରେ ଗ୍ରହଣ କରାଯାଇ ରିଙ୍ଗଟୋନ୍ ମନ୍ତ୍ରର ଗୌଣତ୍ୱ ସ୍ୱୀକାର କରାଯାଏ ।
ଆଜିକି ବାଇଶି ବର୍ଷ ତଳେ ଓଡ଼ିଶାରେ ସର୍ବପ୍ରଥମ କରି ଆୟୋଜିତ ହୋଇଥିବା ଏହି ମେଳାଟି ଓଡ଼ିଶାର ପାଠକମାନଙ୍କ ଦ୍ୱାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା ।
ଭାଣ୍ଡର ଅଭିନୟରେ ମୁଗ୍ଧ ହୋଇ ରାଜା ପ୍ରବଳ ହସିଲେ । ସେହି ହସର ପ୍ରଭାବରେ ରାଜାଙ୍କ ରକା ଭଲ ହୋଇଗଲା । ରାଜା ଆଦେଶ ଦେଲେ, ଆଜିଠୁ ସେହି ଭାଣ୍ଡ...
ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଦ୍ରୁତ ବିକାଶ ମୁଦ୍ରିତ ପୁସ୍ତକର ଭବିଷ୍ୟତ ପ୍ରତି ଆତଙ୍କ ବିଜ୍ଞାନ ମଣିଷକୁ ଭେଟି ଦେଇଛି କମ୍ପୁ୍ୟଟର, ଇଣ୍ଟରନେଟ୍ ଓ ୱେବ୍ସାଇଟ୍ ପ୍ରଭୃତି ।
ଆପଣଙ୍କ ମତାମତ