ଏହି ଅର୍ଥରେ କୌଣସି ରାଷ୍ଟ୍ର ଧର୍ମନିରପେକ୍ଷ ହୋଇପାରିବ ନାହିଁ, ସମ୍ପ୍ରଦାୟ ନିରପେକ୍ଷ ହୋଇପାରିବ । ସେ ଯାହାହେଉ ସମ୍ପ୍ରତି ଭାରତୀୟ ରାଜନୀତିରେ ଏହି ଧର୍ମନିରପେକ୍ଷତାକୁ ନେଇ ପ୍ରଚଣ୍ଡ ବାଦାନୁବାଦ ଚାଲିଛି...
ଧର୍ମ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଏହା ମାନବିକ ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହୁଏ । ସନ୍ଥ କବୀର ଓ ନାନକ ଏହି ମାନବ ଧର୍ମରେ ବିଶ୍ୱାସ କରୁଥିଲେ ।
ନିଜକୁ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ନେତା ଭାବରେ ଯିଏ ଯେତେ ସଫଳ ଅଭିନୟ କରିପାରୁଛି, ସେ ସେତେ ଯୋଗ୍ୟ ବିବେଚିତ ହେଉଛି । ସଫଳ ଅଭିନୟ ଆଜି ଯୋଗ୍ୟତାର...
ପାପ ଓ ପୁଣ୍ୟ ଆପେକ୍ଷିକ ଶବ୍ଦ । ସ୍ଥାନ, କାଳ ଓ ପାତ୍ର ଭେଦରେ ପାପ ପୁଣ୍ୟର ସଂଜ୍ଞା ବଦଳିଯାଏ ।
ସେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରେ ଓ ସେମାନଙ୍କୁ ପୂଜା କରି ଓ ବର୍ଷକୁ ଥରେ ସେମାନଙ୍କ ଜୟନ୍ତୀ ପାଳନ କରି ଆତ୍ମସନ୍ତୋଷ ଲାଭ କରେ । ମାତ୍ର ସେମାନଙ୍କ...
ରାଜପୁତ୍ରମାନଙ୍କୁ ମଧ୍ୟ ଶିକ୍ଷା ନିମନ୍ତେ ଋଷିମାନଙ୍କ ଆଶ୍ରମକୁ ଯିବାକୁ ପଡୁଥିଲା । ଏପରିକି ଶ୍ରୀକୃଷ୍ଣ ମଧ୍ୟ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରିଥିଲେ ।
ସଗୁଣ ଉପାସକକୁ ସର୍ବଶ୍ରେଷ୍ଠ ଓ ନିର୍ଗୁଣ ଉପାସକକୁ ସେ ପ୍ରାପ୍ତ ହୁଅନ୍ତି କହି ଶ୍ରୀକୃଷ୍ଣ ତାଙ୍କ ଉତ୍ତରକୁ ଜଟିଳ କରିଦେଇଥିବା ମନେହୁଏ ।
ଭଗବାନ୍ କେବେ ଅପବିତ୍ର ହୋଇପାରିବେ ନାହିଁ, ସେ ଅପବିତ୍ରକୁ ପବିତ୍ର କରନ୍ତି ।
ଏହାଦ୍ୱାରା ବାର୍ତ୍ତାଳାପକୁ ମୁଖ୍ୟ ଭାବରେ ଗ୍ରହଣ କରାଯାଇ ରିଙ୍ଗଟୋନ୍ ମନ୍ତ୍ରର ଗୌଣତ୍ୱ ସ୍ୱୀକାର କରାଯାଏ ।
ଭାଣ୍ଡର ଅଭିନୟରେ ମୁଗ୍ଧ ହୋଇ ରାଜା ପ୍ରବଳ ହସିଲେ । ସେହି ହସର ପ୍ରଭାବରେ ରାଜାଙ୍କ ରକା ଭଲ ହୋଇଗଲା । ରାଜା ଆଦେଶ ଦେଲେ, ଆଜିଠୁ ସେହି ଭାଣ୍ଡ...
ଆପଣଙ୍କ ମତାମତ