ଆମେ ନିର୍ବାଚିତ କରୁଥିବା ଜନପ୍ରତିନିଧିମାନେ ଆଜି ସରକାର ବୋଲାଇ ଆମରି ଝାଳବୁହା ଧନକୁ ଟିକସ୍ ଆକାରରେ ନେଇ ଆଜି ନିର୍ମଳ ଭାବମୂର୍ତ୍ତିର ଚେହେରା ଦେଖାଇ ଅୟସ କରୁଛନ୍ତି ।
ମଣିଷ ନିଜକୁ ମାଙ୍କଡ଼ଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଭାବୁଛି ସିନା, ତା'ର ଜୀବନଶୈଳୀରେ ସେ ସମ୍ପୂର୍ଣ୍ଣ ମାର୍ଜିତ ହୋଇ ନାହିଁ ଓ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ ।
ହିମାଳୟକୁ ପୋଷାକ ପିନ୍ଧାଇବା କିମ୍ୱା ଫୁଙ୍ଗୁଳା କରିବା ଯାହା, ଦେହକୁ ବି ପୋଷାକ ପିନ୍ଧାଇବା ନ ପିନ୍ଧାଇବା ତାହା । ପୋଷାକ ସହିତ ତା'ର ସମ୍ପର୍କ ବା କେତେ ?...
ଆପଣମାନେ କାହାକୁ ଦେଖି ହସୁଛନ୍ତି ? ପ୍ରକୃତି ବା ପରମେଶ୍ୱରଙ୍କ ସୃଷ୍ଟିକୁ ନା ସ୍ରଷ୍ଟା ପରମେଶ୍ୱରଙ୍କୁ । ସବୁରି ମୂଳସତ୍ତା ତ ଏକ । ସ୍ରଷ୍ଟା ପରମେଶ୍ୱର ଏବଂ ପରମେଶ୍ୱରଙ୍କ...
ପ୍ରତ୍ୟେକ ଶିଶୁର ବଞ୍ଚିବାର ଅଧିକାର ରହିଛି । ଏହା ତା'ର ଅନ୍ତର୍ନିହିତ । ଏହି ଅଧିକାରରୁ ଶିଶୁ ବଞ୍ଚିତ ହେବ ନାହିଁ । ଶିଶୁଟି ଜନ୍ମ ହେବା ମାତ୍ରେ ତା'ର...
ଭାରତର ମେଣ୍ଟ ରାଜନୀତି ଅସୁସ୍ଥ ହୋଇପଡ଼ିଛି । ବନ୍ଧୁତାରେ ବିଶ୍ୱାସଘାତକତା ହିଁ ଏହାର ମୂଳ କାରଣ ।
ସମୟକ୍ରମେ ଫଟୋଗ୍ରାଫିର ପ୍ରୟୋଗ କୌଶଳ ଓ ଉତ୍ପାଦନ କୌଶଳରେ ପରିବର୍ତ୍ତନ ସଂଗଠିତ ହେବାରୁ କଳାଧଳା ଫଟୋଗ୍ରାଫି ଏବେ ଇତିହାସରେ ପରିଣତ ହେବାକୁ ଯାଉଛି ।
ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ଗୌରବାବୁ ଯାହା କରିପାରିନାହାଁନ୍ତି ତାହା ଆଜି ସିପୁନ୍ କରିପାରିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ଗାୟତ୍ରୀ ।
ଜନାଦୃତ ହେବାର ବିକଳତା ହିଁ ମଣିଷର ଚେତନାରେ ଅବକ୍ଷୟର କାରଣ । ବୌଦ୍ଧଜାତକର ଏହି ଚେତାବନୀ ସତ୍ତ୍ୱେ ଆଜି ବି ରାଜନେତାମାନେ ଏହି ବିକଳତାରୁ ମୁକ୍ତ ନ ହେବା ବିଡ଼ମ୍ୱନାର...
ତାକୁ ହୃଦୟ ଥିବା ଏକ ଜୀବନ୍ତ ମଣିଷରୁ ହୃଦୟହୀନ ଯାନ୍ତ୍ରବ ମଣିଷକୁ ରୂପାନ୍ତରିତ କରାଯାଉଛି । ଯିଏ କେବଳ ବଡ଼ ହେଲେ ଅର୍ଥରୋଜଗାର କରି ଜାଣିବ । ଯନ୍ତ୍ର ମଣିଷ...
ଆପଣଙ୍କ ମତାମତ