ଛାପିଦିଏ ସବୁ ସମ୍ଭାବନା ଶବ୍ଦ ସବୁ ବରଫ ପାଲଟେ ସପନର ଇଲାକାରେ ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର
ତୁଳସୀ ଚଉରା ମୂଳ ସଞ୍ଜଦୀପ ଆଲୁଅରେ ଆଶୀଷର ଭିକ୍ଷା ମାଗେ ଅମୃତର ଆସ୍ଵାଦନ
ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ
ହଁ, ଏଗୁଡ଼ା ସବୁ ପୋଥି ବାଇଗଣ । କାମରେ ଦେଖେଇଦେଲେ ହୁଏ । ଆଉ ମୋଟା ଫୁଲର ମାଳ ପିନ୍ଧି ୟା' କରିବି ବୋଲି ଟେବୁଲ୍ ପିଟିଲେ କ'ଣ ହେବ...
ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି...
ଜୀବନଟା ଯାହା ପାଖରେ ଦର୍ଶନ ହୋଇଉଠେ, ସ୍ୱପ୍ନ ତା' ପାଖରେ ଏକ ଦର୍ଶନୀୟ ବସ୍ତୁ । କଳ୍ପନାର ନୌକା ନେଇ କେତେ ବାଟ ଯାଇ ପାରିଲା କଳ୍ପତରୁ ଏ ମହାସମୁଦ୍ରର...
ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ ।
ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି...
ରୋଜୀ ହସି କହେ ବାପା ମାନେ ବାପା । ରହ ମୁଁ ତାଙ୍କ ଫଟୋ ଦେଖାଇବି । ଖବର କାଗଜରୁ ଚିରି ରଖିଛି ।
ଏମିତି ଉତ୍ତାପହୀନତା ଜୀବନକୁ ନିୟନ୍ତ୍ରଣ କରିପାରୁଥିବାର ସାହସ ନେଇ ସେ ଟିକିଏ କଠୋର ହୋଇଯାଆନ୍ତେ କି ପ୍ରାଚୀ ପ୍ରତି କି ରିତା ବାନାର୍ଜି ପ୍ରତି ।
ଆପଣଙ୍କ ମତାମତ