କେବେଦିନେ କୁଟାଖଣ୍ଡେ ଉଠାଇ ନ ଥିବା ଅଳସୀକନ୍ୟା ସାଂସାରିକ ଝଡ଼ର ମୁକାବିଲା କିପରି କରିବେ ? ଆଗରୁ ଶୁଖିଲା ପତ୍ରଟିଏ ବି ତାଙ୍କ ଉପରେ ଝଡ଼ିନି କେବେ । ପଥର...
ତାକୁ ଲାଗୁଥିଲା ସେ ଯେମିତି ହାଣମୁହଁକୁ ଯାଉଥିବା ଛେଳି । କଂସେଇ ହାତର କୁକୁଡ଼ା. . . ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ତା'ର ମାନସିକତାକୁ ଦୋହଲାଇ ପାରୁନଥିଲା କି ରୋମାଞ୍ଚିତ...
ସବୁ ସ୍ନେହଶ୍ରଦ୍ଧା ତୋର ବେକାର ହୋଇଯିବରେ ମାଆ । ତୁ ଅବାଟରେ ପାଦ ଦେଇ ନିଜ ପ୍ରତି ଅନ୍ୟାୟ କରନି । ତୋ ଭବିଷ୍ୟତ ପାଇଁ ଏସବୁ ଭଲ ନୁହଁରେ...
ଜାଣୁ ଜେଜେମା', ସାନବାବୁ ଆଜି ମୋତେ ଚାହିଁଲେ, ଆଉ ଟିକେ ହସିଲେ ବି । ଏତିକି କହୁ କହୁ ତା' ଆଖିରେ ହଜାରରେ ସ୍ୱପ୍ନ ବୁଣି ହୋଇଯାଇଥିବ ।
ଜୀବନଟା କେତେ ନିଜର ନିଜର । ଆଃ. . . ସ୍ୱପ୍ନ ଦେଖିବାକୁ ଆଉ ଟିକେ ବେଶୀ ସମୟ ମିଳନ୍ତାନି ! ନିଜ ଭିତରେ ଅନ୍ତହୀନ ମାନସାଙ୍କ କରିବାକୁ ଗୋଟେ...
ଆପଣଙ୍କ ମତାମତ