ମୋଟ ଉପରେ କୌଣସି ବିବାଦ ଥାନା ବା କଚେରୀ ପର୍ଯ୍ୟନ୍ତ ନ ଯାଇ ପଞ୍ଚାୟତ ଦ୍ୱାରା ହିଁ ମୀମାଂସିତ ହେଉଥିଲା
ମୋ ଜୀବନର ସର୍ବସମୟରେ ତୁଳନାତ୍ମକ ଦୃଷ୍ଟିରେ ଦେଖି ଜାଣିଛି ଯେ ଆଦିବାସୀମାନଙ୍କଠାରେ ଯେଉଁ ସରଳତା, ସତ୍ୟବାଦିତା ଓ ମାନବିକତା ରହିଛି, ତାହା ସଭ୍ୟ ସମାଜରେ ନାହିଁ ।
ଆପଣଙ୍କ ମତାମତ